2 ସେଦିନର୍ ରାତି ଜିସୁ ଆରି ତାର୍ ସିସ୍ମନ୍ କାଇବାକେ ବସିରଇଲାଇ । ଜିସୁକେ ବିସ୍ବାସେ ବିସ୍ ଦେଲାପାରା କରାଇବା ଚିନ୍ତା, ସଇତାନ୍ ସିମନ୍ ଇସ୍କାରିୟତର୍ ପିଲା ଜିଉଦାର୍ ମନେ ପୁରିକରି ଦେଲା ।
କିଣାନିୟ ସିମନ୍ ଜେ କି ଇସ୍ରାଏଲ୍ ଲକ୍ମନର୍ ମୁକ୍ତିର୍ ପାଇ ଚେସ୍ଟା କର୍ତେରଇଲା । ଆରି ଇସ୍କାରିୟତ୍ ଜିଉଦା, ଜେ ଜିସୁକେ ସତ୍ରୁମନ୍କେ ସର୍ପିଦେଇ ରଇଲା ।
ଆରି ଜିସୁର୍ ବାର୍ଟା ସିସ୍ମନର୍ ବିତ୍ରେଅନି ଇସ୍କାରିୟତ୍ ଜିଉଦା ନାଉଁର୍ ଗଟେକ୍ ସିସ୍ ରଇଲା । ସେବେଲାଇ ତାର୍ ମନ୍ ବିତ୍ରେ ସଇତାନ୍ ପୁରିଦେଲା ।
“ଏ ସିମନ୍, ସିମନ୍ ! ସୁନ୍ ! ଚାସି ଜେନ୍ତି ଦାନ୍ ଉଡାଲିକରି ପଟ୍ ବିନେ କର୍ସି, ସେନ୍ତାରି ସଇତାନ୍ ତମ୍କେ ତେରେପେତେ କର୍ବାକେ ଆଦେସ୍ ପାଇଲା ଆଚେ ।
କାଇକେ ବଇଲେ ଜନ୍ ସିସ୍ ଜିସୁକେ ସତ୍ରୁମନ୍କେ ଦାରାଇଦେଇସି ତାକେ ଜିସୁ ଜାନି ରଇଲା । ସେଟାର୍ ପାଇ ସେ ଗଟେକ୍ ଲକ୍କେ ଚାଡି ସବୁଲକ୍ ସୁକଲ୍ ଆଚାସ୍ ବଲି କଇଲା ।
ତେବର୍ପାଇ ସେ କାଇବା ଜାଗାଇଅନି ଉଟିକରି ଅଡି ରଇବା ବସ୍ତର୍ ବେଟି ସଙ୍ଗଇ, ଆଁଟାଇ ଗଟେକ୍ ତୁଆଲ୍ ବାନ୍ଦିଅଇଲା ।
ପିତର୍ ତାକେ କଇଲା, “ଅନନିୟ ତୁଇ କେନ୍ତି ସଇତାନର୍ ପାନ୍ଦେପଡି ଜମି ବିକି ଆନିରଇବା ଡାବୁ କେତେକ୍ ନିଜର୍ ପାଇ ସଙ୍ଗଇକରି ସୁକଲ୍ ଆତ୍ମାର୍ ମୁଆଟେ ମିଚ୍ କଇଲୁସ୍ ?
ଆମେ ପର୍ମେସର୍କେ ଦନିଅବାଦ୍ ଦେଲୁନି, ଜେନ୍ତି ତମ୍କେ ସାଇଜ କର୍ବାକେ ମନ୍ କଲୁ, ସେନ୍ତାରିସେ ତିତସ୍କେ ମିସା ସାଇଜ କର୍ବାକେ ମନ୍ ଦେଲା ।
ସତଇସେ ଆମେ ସବୁଜାକ, ସେ ରକାମ୍ ରଇଲୁ ଆରି ଗାଗଡର୍ ଆରି ମନର୍ ଲାଲ୍ସା ଇସାବେ ଜିଉନା କାଉନା କର୍ତେ ରଇଲୁ । ଆରି ଅଲ୍ଗା ଲକ୍ମନର୍ ପାରା ଆମେମିସା ପର୍ମେସରର୍ ରିସାର୍ ଡଣ୍ଡ୍ ପାଇବାକେ ଜାଇତେ ରଇଲୁ ।
କାଇକେବଇଲେ ପର୍ମେସର୍ ତାର୍ ଜଜ୍ନା ପୁରାପୁରନ୍ କର୍ବାକେ ସେମନର୍ ମନ୍କେ ଏ କାତାଦେଇ ପାଟାଇଆଚେ । ସେମନ୍ ଗଟେକ୍ ଅଇ କାମ୍ କର୍ବାଇ । ପର୍ମେସରର୍ ବାକିଅ ସିଦ୍ ଅଇବାଜାକ ତାର୍ ରାଇଜର୍ ସାସନ୍ କର୍ବା ବପୁ, ପସୁକେ ଦେଲାଆଚେ ।