13 ଆରି ସେ କଇଲା, “ତମେ ମକେ ଗୁରୁ ଆରି ମାପ୍ରୁ ବଲି ଡାକ୍ଲାସ୍ନି, ସେଟା ଟିକ୍ସେ । କାଇକେ ବଇଲେ ଗୁରୁ ଆରି ମାପ୍ରୁ ମୁଇସେ ।”
ଜେନ୍ତାରି କି ପର୍ମେସର୍ ପାଟାଇଲା ନର୍ପିଲା ମୁଇ ମିସା ସେବା ମିଲ ବଲି ଆସି ନାଇ, ମାତର୍ ବିନ୍ ଲକ୍ମନର୍ ସେବା କରି ସେମନ୍କେ ମୁକ୍ତି ମିଲ ବଲି ନିଜର୍ ଜିବନ୍ ଦେବାକେ ଆଇଲି ଆଚି ।”
ତାର୍ପଚେ ଜିସୁ ତାକେ କଇଲା, “ତମେ ଟିକ୍ କଇଲାସ୍ । ଏନ୍ତାର୍ କର୍, ତେବେ ଜିବନ୍ ମିଲାଇସୁ ।”
“ଆରି ତମେ କାଇକେ ମକେ ଏ ମାପ୍ରୁ ଏ ମାପ୍ରୁ, ବଲି ଡାକିକରି ମର୍ ଆଦେସ୍ ମାନାସ୍ ନାଇ ?
ସିମନ୍ କଇଲା, “ମୁଇ ବାବ୍ଲିନି, ସାଉକାର୍ ଜାକେ ଅଦିକ୍ ରୁନ୍ ଚାଡିଦେଲା, ସେ ।” ଜିସୁ ତାକେ କଇଲା, “ତମେ ଟିକ୍ ବିଚାର୍ କଲାସ୍ ।”
ଏ ମରିୟମ୍ ଅଇଲାନି, ଜନ୍ ମାଇଜି କି ବେସି ଦାମ୍ଦେବା ବାସ୍ନା ଚିକନ୍ ଜିସୁର୍ ପାଦେ ରକଇକରି ତାର୍ ଚେଣ୍ଡିସଙ୍ଗ୍ ପୁଚିଦେଇରଇଲା । ତାର୍ ବାଇ ଲାଜାର୍କେ ଆକା ଜର୍ ଅଇରଇଲା ।
ଏ ସବୁ କାତା କଇସାର୍ଲାପଚେ ମାର୍ତା ଜାଇକରି ନିଜର୍ ବଇନିକେ କେ ନ ସୁନ୍ଲାପାରା ଡାକି କଇଲା, “ଆଉ ଗୁରୁ ଆସିଆଚେ ଆରି ତକେ ଡାକ୍ଲାନି ।”
ସେଟାର୍ପାଇ ତାର୍ ବଇନିମନ୍ ଜିସୁର୍ ଲଗେ କବର୍ ପାଟାଇଲାଇ, “ମାପ୍ରୁ ତମେ ଜାକେ ଆଲାଦ୍ କଲାସ୍ନି, ସେ ବେସି ଜର୍ ଅଇଲାଆଚେ ।”
ସେଟାର୍ପାଇ ମୁଇ ଏବେ ତମ୍କେ କଇଲିନି, ଜନ୍ ଲକ୍ ସୁକଲ୍ ଆତ୍ମାର୍ ଚାଲ୍ନା ପାଇଲାଆଚେ, ସେ ଜିସୁକେ ଅବିସାପ୍ ଦେଇ ନାପାରେ । ଆରି ଜନ୍ ଲକ୍ ତାର୍ ଆତ୍ମା ପାଏନାଇ, ସେ ଜିସୁ ପର୍ମେସର୍ ବଲି କଇନାପାରେ ।
ସେମନ୍ ରଇଲେ ମିସା ଆମର୍ ଗଟେକ୍ ଆକା ବାବା ପର୍ମେସର୍, ଜନ୍ ବାବା କି ସବୁ ତିଆର୍ କଲାଆଚେ, ଆରି ଆମେ ତାର୍ ଲାଗି ବଁଚ୍ଲୁନି, ମାତର୍ ଗଟେକ୍ ବଲି ମାପ୍ରୁ ଜିସୁ କିରିସ୍ଟ, ତାର୍ ଲାଗି ସବୁ ବିସଇ ଅଇଆଚେ, ଆରି ତାର୍ ଲାଗି ଆମେ ବଁଚ୍ଲୁନି ।
ଏ ସାଉକାର୍ମନ୍, ସେନ୍ତାରିସେ ତମର୍ ଦାଙ୍ଗ୍ଡାମନ୍କେ ନିକସଙ୍ଗ୍ ଦେକାରକା କରା । ସେମନ୍କେ ଦାକାପୁକା ଦିଆସ୍ ନାଇ । ତମର୍ ମନେ ରଅ, ତାକର୍ ଆରି ତମର୍ ସାଉକାର୍ ସର୍ଗେ ଆଚେ । ଆରି ସେ ସାନ୍ ବଡ୍ ନ ବାବି ଦେକାରକା କର୍ସି ।
ଆରି ସବୁ ଲକ୍ ଜିସୁକିରିସ୍ଟସେ ମାପ୍ରୁ ବଲି ମାନିଅଇବାଇ । ଏନ୍ତାରି ଅଇଲେ ବାବା ପର୍ମେସର୍ ଡାକ୍ପୁଟା ପାଇସି ।
ସେତ୍କିସେ ନଏଁ ଆଗ୍ତୁ ଜେତ୍କି ସବୁ ବିସଇ ପର୍ମେସର୍କେ ସାର୍ଦା କରାଇବାକେ କର୍ତେରଇଲି, ଜିସୁ କିରିସ୍ଟକେ ମର୍ ମାପ୍ରୁ ବଲି ମାନ୍ଲାତେଇଅନି, ସେଟା ଚୁଚାଇସେ ବଲି ଜାନ୍ଲିନି । ତାର୍ପାଇ ମୁଇ ସବୁ ବିସଇ ଚାଡିଦେଲିଆଚି । କିରିସ୍ଟର୍ ସିସ୍ ଅଇବି ବଲିକରି ସେଟାମନ୍ ଚୁଚାଇସେ ବଲି ଏତ୍କଲିନି ।
ପର୍ମେସର୍ ଗଟେକ୍ସେ ଆଚେବଲି ତମେ ବିସ୍ବାସ୍ କଲାସ୍ନି, ସେଟା ନିକ । ଡୁମାମନ୍ ମିସା ସେନ୍ତାରି ବିସ୍ବାସ୍ କଲାଇନି ଆରି ଡରିକରି ଗଜ୍ଗଜି ଜିବାଇ ।