8 ଗରିବ୍ ଲକ୍ମନ୍ ତା ସବୁବେଲେ ତମର୍ ସଙ୍ଗ୍ ରଇଲାଇନି, ମାତର୍ ମୁଇ ସବୁବେଲେ ନ ରଇ ।”
“ତମେ ସବୁବେଲେ ଗରିବ୍ ଲକ୍ମନର୍ ସଙ୍ଗ୍ ମିସ୍ସା । ମାତର୍ ମର୍ସଙ୍ଗ୍ ସବୁବେଲେ ରଇ ନାପାରାସ୍ ।
କାଇକେବଇଲେ, ଗରିବ୍ ଲକ୍ମନ୍ ସବୁବେଲା ତମର୍ସଙ୍ଗ୍ ଆଚତ୍ । ତମେ ଜେଡେବେଲା ମନ୍କଲେ, ସେଡେବେଲା ସେମନ୍କେ ସାଇଜ କରିପାରାସ୍ । ମାତର୍ ମୁଇ ଆରି ବେସିଦିନ୍ ତମର୍ ସଙ୍ଗ୍ ନ ରଇ ।
ଜିସୁ ସେମନ୍କେ କଇଲା, “ଏବେ ତମର୍ ମୁଆଟେ ଜନ୍ ଉଜଲ୍, ଉଜଲ୍ ଦେଲାନି, ସେଟା ଚନେକର୍ପାଇସେ ରଇସି । ଜନ୍ ଜାଗାଇ ଜିବାର୍ ଆଚେ, ଉଜଲ୍ ରଇତେ ଆକା ଇଣ୍ଡା । ସେନ୍ତାର୍ଆଲେ ତମ୍କେ ଆନ୍ଦାର୍ ନ ଡାବେ । ଆନ୍ଦାରେ ରଇବା ଲକ୍ କେନେ ଗାଲାନି ସେଟା ନାଜାନେ ।
ଏ ମର୍ ପିଲାମନ୍ ମୁଇ ତମର୍ ସଙ୍ଗ୍ ଚନେକର୍ପାଇ ରଇବି । ତାର୍ ପଚେ ତମେ ମକେ କଜ୍ସା, ଆରି ମୁଇ ଜନ୍ତି ଗାଲିନି ତମେ ତେଇ ଜାଇନାପାରାସ୍ । ଏ ବିସଇ ଜିଉଦି ନେତାମନ୍କେ ଜେନ୍ତି କଇରଇଲି, ସେନ୍ତି ଏବେ ତମ୍କେ ଆରିତରେକ୍ କଇଲିନି ।
ଜିସୁ ଲକ୍ମନ୍କେ ଆରି ତରେକ୍ କଇଲା, “ମୁଇ ଗାଲିନି ଆରି ତମେ ମକେ କଜ୍ସା । ମାତର୍ ନିଜର୍ ନିଜର୍ ପାପ୍ କେମା ନ କରାଇଅଇ ମର୍ସା । ଆରି ମୁଇ ଜନ୍ ଜାଗାଇ ଜିବି ତମେ ତେଇ ଆସି ନାପାରାସ୍ ।”