7 ମାତର୍ ଜିସୁ କଇଲା, “ତାକେ କାଇଟା ବଲି କୁଆ ନାଇ, ତାର୍ଟାନେ ଜେତ୍କି ଆଚେ, ସେଟା ଜେନ୍ତିକି ମର୍ ସମାଦି ଦିନର୍ପାଇ ସଙ୍ଗଇଆଚେ ।
ସେମନ୍ କାଇଟା ବଲି କଇଲାଇନି, ଏଟା ଜାନିକରି ଜିସୁ କଇଲା, “ତାକେ କାଇକେ ତମେ ଅଇରାନ୍ କଲାସ୍ନି ? ସେ ମର୍ ପାଇ ଗଟେକ୍ ନିକ ଆରି ସୁନ୍ଦର୍ କାମ୍ କଲାଆଚେ ।”
ସେ ମର୍ ଉପ୍ରେ ବାସ୍ନା ଚିକନ୍ ରକଇକରି, ମକେ ସମାଦି ଦେବା ଆଗ୍ତୁ, ତିଆର୍ କରି ଦେଲାଆଚେ ।
ମାତର୍ ଜିସୁ ସେମନ୍କେ କଇଲା, “ସେ ମାଇଜିକେ ଚାଡିଦିଆସ୍, କାଇକେ ତାକେ ଲାଗିକରି କସ୍ଟ ଦେଲାସ୍ନି ? ସେ ମର୍ପାଇ ନିକ କାମ୍ କଲାଆଚେ ।
ଆରି ଦେକା, ଆରାମାତିଆ ଗଡର୍ ଜିଉଦିମନର୍ ନେତା ଜସେପ୍ ନାଉଁର୍ ଗଟେକ୍ ଦରମ୍ ଆରି ମର୍ଜିତାର୍ ଲକ୍ ରଇଲା । ସେ ପର୍ମେସରର୍ ରାଇଜ୍ ଆସ ବଲି ଜାଗିରଇଲା ।