ଜଅନ୍ 12:40 - ସତିଅର୍ ବାଟ୍ ନୁଆ ନିୟମ୍ 202040 ପର୍ମେସର୍ ଜେନ୍ତିକି ତାକର୍ ଦେକ୍ବା ଆଁକି କାଣା କରିଦେଇଆଚେ ଆରି ସେମନର୍ ବୁଜ୍ବା ବପୁ ନସାଇଦେଇଆଚେ ସେଟାର୍ପାଇ ସେମନ୍ ଦେକି ନାପାର୍ଲାଇନି କି ମୁଲ୍କେ ବୁଜି ନାପାର୍ଲାଇନି । ସେମନ୍ ନିକ ଅଇବାକେ ମର୍ଟାନେ ବାଉଡି ଆସତ୍ନାଇ । ଏଟା ପର୍ମେସର୍ କଇଲାନି । ଆମେ ସେମନ୍କେ ନିକ ନ କରୁ । အခန်းကိုကြည့်ပါ။ |