37 ଜିସୁ ସେମନର୍ ଦେକ୍ତେ କେତେକ୍ କେତେକ୍ କାବା ଅଇଜିବା କାମ୍ମନ୍ କରିରଇଲେ ମିସା, ସେମନ୍ ତାକେ ବିସ୍ବାସ୍ କରତ୍ନାଇ ।
ଜନ୍ ଗଡ୍ମନ୍କେ ଜିସୁ ତାର୍ ବେସି କାବାଅଇଜିବା କାମ୍ମନ୍ କରିରଇଲା, ସେ ଗଡର୍ ଲକ୍ମନ୍ ନିଜେ କରିରଇବା ପାପ୍ଲାଗି ମନ୍ ନ ବାଦ୍ଲାଇଲାଟା ଦେକି, ଜିସୁ ସେ ଗଡର୍ ଲକ୍ମନ୍କେ ନିନ୍ଦା କରି କଇଲା,
ଅବ୍ରାମ୍ ତାକେ କଇଲା, “ତର୍ ବାଇମନ୍ ମସାର୍ ଆରି ବବିସତ୍ବକ୍ତାମନର୍ କାତା ନ ସୁନତ୍ ବଇଲେ ମଲାଟାନେଅନି ଉଟିକରି ଗଟେକ୍ ଲକ୍ ଜାଇ କଇଲେ ମିସା ସେମନ୍ ନ ମାନତ୍ ।”
ସେ ତାର୍ ନିଜର୍ ଲକ୍ମନର୍ ଟାନେ ଆଇଲା, ମାତର୍ ତାର୍ ନିଜର୍ ଲକ୍ ଇସ୍ରାଏଲର୍ ପିଲାଜିଲା ତାକେ ନାମତ୍ନାଇ ।
ତମେ ଜେଡେବେଲେ ମିସା ମର୍ ପାର୍ତନା ସୁନ୍ସା, ଏଟା ମୁଇ ଜାନି, ମାତର୍ ଜନ୍ ଲକ୍ମନ୍ ଏ ଚାରିବେଡ୍ତି ଟିଆଅଇ ଆଚତ୍, ସେମନ୍ ଜେନ୍ତିକି ତମେଆକା ମକେ ପାଟାଇଆଚାସ୍ ବଲି ବିସ୍ବାସ୍ କର୍ବାଇ, ଏଟାର୍ ପାଇ ମୁଇ ଏନ୍ତିବଲି କଇଲି ।”
ସେଟାର୍ ପାଇ ତମର୍ ଲଗେ ଉଜଲ୍ ରଇତେସେ ଉଜଲ୍ ପାରା ରଇବା ମର୍କାତା ବିସ୍ବାସ୍ କରା । ତେବେ ତମେ ଉଜଲର୍ ଲକ୍ ଅଇସା ” ବଲିକରି କଇଲା । ଜିସୁ ଏ କାତା କଇକରି ଉଟିଗାଲା ଆରି ସେମନ୍କେ ନ ଦେକାଇଅଇକରି ରଇଲା ।
ଜେନ୍ତାରି ଜିସାୟ ବବିସତ୍ବକ୍ତା କଇଲା କାତା ସତ୍ ଅଇଲା । ସେ ଏନ୍ତି କଇରଇଲା, “ଏ ମାପ୍ରୁ, ଆମେ କଇଲା କାତା ସୁନିକରି କେ ବିସ୍ବାସ୍ କଲାଆଚେ ? ଆରି ମାପ୍ରୁ କାର୍ଲଗେ ତାର୍ ରକିଆ କର୍ବା ବପୁ ଦେକାଇଲା ?”
ଜଦି ମୁଇ ତାକର୍ ବିତ୍ରେ କାବା ଅଇଜିବା କାମ୍ ନ କରି ରଇଲେ, ସେମନ୍ ପାପି ବଲି ଦସି ନ ଅଇତାଇ । ମାତର୍ ସେମନ୍ ମୁଇ କଲା କାବାଅଇଜିବା କାମ୍ମନ୍ ଦେକ୍ଲାଇ ଆଚତ୍ । ଏନ୍ତି ବଇଲେ ମିସା ସେମନ୍ ମକେ ଆରି ମର୍ ବାବା ପର୍ମେସର୍କେ ଗିନ୍ କଲାଇ ଆଚତ୍ ।
ଏଟା ଜିସୁ ପର୍ତୁମ୍ କଲା କାବାଅଇଜିବା କାମ୍ । ସେଟା ଗାଲିଲି ଦେସର୍ କାନା ନଅରେ କରିରଇଲା । ଏନ୍ତି କରି ତାର୍ ମଇମା ଦେକାଇଲା ଆରି ତାର୍ ସିସ୍ମନ୍ ତାକେ ବିସ୍ବାସ୍ କଲାଇ ।
ଆରି ବେସି ଲକ୍ମନ୍ ତାର୍ ପଚେ ପଚେ ଗାଲାଇ । କାଇକେ ବଇଲେ ସେ ରଗି ଲକ୍ମନ୍କେ ତାର୍ କାବାଅଇଜିବା ବପୁ ସଙ୍ଗ୍ ନିମାନ୍ କର୍ବାଟା ସେମନ୍ ଦେକି ରଇଲାଇ ।