56 ସେମନ୍ ଜିସୁକେ କଜ୍ଲାଇ ଆରି ମନ୍ଦିର୍ ଟିଆଅଇଲାବେଲେ ତାକର୍ ତାକର୍ ବିତ୍ରେ କୁଆବଲା ଅଇଲାଇ, “ସେ ପରବ୍ଟାନେ ନ ଆସେବଲି କାଇ ତମେ ବାବ୍ଲାସ୍ନି କି ?”
ମୁକିଅ ପୁଜାରି ଆରି ପାରୁସି ଲକ୍ମନ୍ ଜିସୁକେ ଦାର୍ବାକେ ସେ କନ୍ତି ଆଚେ ଜାନିରଇବାଇ ବଲି, ସେଟା ଆଦେସ୍ ଦେଇରଇଲାଇ ।
ତେବେ ପରବ୍ତେଇ ଜିଉଦି ନେତାମନ୍, “ଜିସୁ କନ୍ତି ଆଚେ ?” ବଲି ପାଚାରି ପାଚାରି କଜ୍ଲାଇ ।