49 ମାତର୍ ସେମନର୍ ବିତ୍ରେଅନି ଗଟେକ୍ କୟାପା ନାଉଁର୍, ସେ ବରସର୍ ପାଇ ବାଚିରଇବା ବଡ୍ ପୁଜାରି, କଇଲା “ତମେ କେତେ ବକୁଆ ଲକ୍ମନ୍ !
ସେବେଲେ ମୁକିଅ ପୁଜାରିମନ୍ ଆରି ପାର୍ଚିନ୍ମନ୍ ବଡ୍ ପୁଜାରି କୟାପାର୍ ଗରେ ରୁଣ୍ଡ୍ ଅଇଲାଇ ।
ଆନାନ୍ ଆରି କୟାପ୍ ନାଉଁର୍ ଦୁଇ ଲକ୍ ବଡ୍ ପୁଜାରି ରଇଲାଇ । ସେବେଲେ ଜିକରିୟର୍ ପଅ ଜଅନ୍, ମରୁବାଲି ବୁଏଁ ରଇଲାବେଲେ ପର୍ମେସରର୍ କାତା ସେ ସୁନ୍ଲା ।
କୟାପା ସତଇସେ ତାର୍ ନିଜର୍ଟାନେ ଅନି ଏନ୍ତି କଇ ନ ରଇଲା, ମାତର୍ ସେ ବରସର୍ ବଡ୍ ପୁଜାରି ଅଇରଇଲାର୍ ଲାଗି ପଚର୍ ଗଟ୍ନା ସବୁ ବବିସତ୍କାତା ତାର୍ ମୁଏଁ ଅନି ବାରଇରଇଲା । ସେ ଜାନିଦେଇ ରଇଲା ଜେ,
ସେମନର୍ ବିତ୍ରେ ବଡ୍ପୁଜାରି ଆନାନ୍, କାୟାପା, ଜଅନ୍, ଆଲେକ୍ଜାଣ୍ଡାର୍ ଆରି ବଡ୍ ପୁଜାରିର୍ କୁଟୁମେ ରଇବା ବିନ୍ ଲକ୍ମନ୍ ମିସ୍ଲାଇ ।
ତେବେ ଗିଆନ୍ ରଇବା ଲକ୍ମନର୍ ବିସଇ କାଇଟା କଇଅଇସି ? ସାସ୍ତର୍ ସିକାଉମନର୍ ବିସଇ କାଇଟା କଇ ଅଇସି ? ଆରି ଏ ଜୁଗର୍ ଦଦାପେଲା ଅଇବା ଲକ୍ମନର୍ ବିସଇ କାଇଟା କଇଅଇସି ? ପର୍ମେସର୍ ଏ ଜଗତର୍ ଗିଆନ୍ ରଇବା ଲକ୍ମନ୍କେ କାଇ ଲଡାକେ ନ ଆଇବାଟା ବଲି କଏ ନାଇ କି ?
ଏଲେମିସା ଆମେ ଜେଡେବଲ୍ ଆତ୍ମାଇ ବଡିରଇବା ବିସ୍ବାସିମନର୍ ସଙ୍ଗ୍ ରଇଲାବେଲେ ଗିଆନର୍ କାତା କଇଲୁନି । ମାତର୍ ସେଟା ଏ ଜୁଗର୍ ଗିଆନ୍ ନଏଁ କି ଏ ଜୁଗର୍ ନସ୍ଟ ଅଇଜାଇରଇବା ନେତାମନର୍ ଗିଆନ୍ ନଏଁ ।