48 ଆମେ ଜଦି ଆକେ ଏନ୍ତାରି ଚାଡିଦେଉଁ ବଇଲେ ସବୁଲକ୍ ତାର୍ଟାନେ ବିସ୍ବାସ୍ କର୍ବାଇ ଆରି ରମିୟ ଅଦିକାରି ଆସିକରି ଆମର୍ ଏ ମନ୍ଦିର୍ ଆରି ଆମର୍ ବିସ୍ବାସ୍ କର୍ବା ଦରମ୍ ସବୁ କୁରୁପ୍ନାସ୍ କରିପାକାଇସି ।”
ରାଜା ରିସାଅଇଜାଇ କରି ସଇନମନ୍କେ ପାଟାଇଲା । ସଇନମନ୍ ଜାଇକରି ସେ ମାରୁମନ୍କେ ମରାଇ ପାକାଇଲାଇ ଆରି ସେମନ୍ ରଇଲା ସଅର୍ ପଡାଇ ପାକାଇଲାଇ ।
ଏବେ ତମେ ଜାଇକରି ଗାଉଁପାଲିର୍ ଗୁଡା ଆରି ପୁଟ୍ମନ୍କେ, ଜେତ୍କି ଲକ୍କେ ବେଟ୍ ଅଇସା ସେ ସବୁ ଲକ୍ମନ୍କେ ଆମର୍ ବଜିଟାନେ ଡାକିଆନା ।
ଦାନିଏଲ୍ ବବିସତ୍ବକ୍ତା ଟିକି ନିକି ଇସାବେ ଲେକିରଇବା ସେ ବାୟାବିକଲର୍ ଦିନ୍ ତମେ ଆରି ତରେକ୍ ଦେକ୍ସା । ସେଟା ସୁକଲ୍ ଜାଗାକେ ଅସୁକଲ୍ କରିଦେଇସି । ଇତିର୍ ଅରତ୍ କାଇଟା, ପଡ୍ଲା ଲକ୍ ବୁଜା ।
ଲକ୍ମନ୍ କଇଲାଇ, “ତାର୍ ମରନର୍ ଡଣ୍ଡର୍ ଦସ୍ ପାଇବାର୍ ରଇଲେ, ସେ ଦସ୍ ଆମ୍କେ ଆରି ଆମର୍ ପିଲାଜିଲାକେ ପଡ ।”
“ଅଇରେ, ଦରମ୍ଗୁରୁମନ୍ ! ତମର୍ ଉପ୍ରେ ଗଟେକ୍ ବଡ୍ ଡଣ୍ଡ୍ ଲାଦିଅଇସିବେ ! କାଇକେବଇଲେ, ତମେ ପର୍ମେସରର୍ ଗିଆନର୍ କାପାଟ୍ ଡାବିଦେଇ ଆଚାସ୍ । ନିଜେ ପର୍ମେସରର୍ ଗିଆନ୍ଟାନେ ନ ଜାଇକରି ତେଇ ଜିବାକେ ମନ୍କଲା ଲକ୍ମନ୍କେ ମିସା ବାଦାଦେଲାସ୍ ।”
ବାଟ୍ଲଗେ ଅଦର୍ଲା ବିଅନ୍, ଏନ୍ତାରି ଲକ୍ମନର୍ପାରା, ଜେମନ୍ ବାକିଅ ସୁନ୍ବାଇ । ତାର୍ପଚେ ସଇତାନ୍ ଆସି, ଜେନ୍ତିକି ସେମନ୍ ବିସ୍ବାସ୍ କରି ରକିଆ ନ ପାଅତ୍, ସେ ଲକ୍ମନର୍ ମନ୍ବିତ୍ରେଅନି ବାକିଅ ଜିକିନେଇସି ।
ସେ ଲକ୍ମନ୍କେ ଉଜଲ୍ ବିସଇ କଇବାର୍ ଆସିରଇଲା । ଜେନ୍ତାରିକି ଗୁଲାଇ ଜଗତର୍ ଲକ୍ମନ୍ ତାର୍ତେଇଅନି ସେ ଉଜଲର୍ ବିସଇ ସୁନ୍ବାଇ ଆରି ବିସ୍ବାସ୍ କର୍ବାଇ ।
“ଏ ଜିସୁର୍ ନାଉଁ ଦାରି କାଇମିସା ସିକିଆ ନ ଦେବାକେ ତମ୍କେ ଡାଟ୍ ସଙ୍ଗ୍ ଆଦେସ୍ ଦେଇରଇଲୁ, ମାତର୍ ଦେକା, ତମେ କାଇଟା କରିଆଚାସ୍ ! ତମେ ଦେଇରଇବା ଏ ସିକିଆ ଜିରୁସାଲମେ ରଇଲା ଲକ୍ମନର୍ଟାନେ କେଟ୍ଲା ଆଚେ । ଆରି ତାର୍ ମରନ୍ ପାଇ ଆମ୍କେ ଦାଇ କର୍ବାକେ ଚେସ୍ଟା କଲାସ୍ନି !”