44 ଡାକ୍ଲା ଦାପ୍ରେ ମଲା ଲାଜାର୍ ବାରଇ ଆଇଲା । ତାର୍ ଆତେ ଗଡେ ମଡା ଲୁଗା ବାନ୍ଦାଅଇରଇଲା । ମୁଏ ମିସା ଗର୍ଣ୍ଡା ଗୁଡିଆଇ ଅଇରଇଲା । ଜିସୁ ସେମନ୍କେ କଇଲା “ତାକେ ବାନ୍ଦ୍ଲାଟା କୁସ୍ଲାଇ କରି, ଜିବାକେ ଦିଆସ୍ ।”
ଜେନ୍ତି ଆରି, କେ ମିସା ଟକିକେ ଗଟ୍ଲା ବିସଇ ନାଜାନତ୍, ତେବର୍ ପାଇ ସେ ଟକିର୍ ଆୟାବାବାକେ ଅଦିକ୍ ଡାଟ୍ ସଙ୍ଗ୍ ଆଦେସ୍ ଦେଲା, ଆରି “ଟକିକେ କାଇଟା ଆଲେ କାଇବାକେ ଦିଆସ୍ ।” ବଲି କଇଲା ।
ମାତର୍ ଆରି ଗଟେକ୍ ଦାଙ୍ଗ୍ଡା ରାଜାର୍ ଲଗେ ଆସି କଇଲା, “ଏ ଆଗିଆଁ, ତମେ ଦେଇରଇଲା ସୁନାର୍ ଡାବୁ ଏଦେ ଦେକା, ଗଟେକ୍ ଗର୍ଣ୍ଡାଇ ଗୁଡିଆ ବାନ୍ଦି ସଙ୍ଗଇ ଦେଇରଇଲି ।
ତେଇ ସେ ଦାଙ୍ଗ୍ଡା ଉଟିବସ୍ଲା ଆରି କାତା କଇବାର୍ ଦାର୍ଲା । ଆରି ଜିସୁ ସେ ଦାଙ୍ଗ୍ଡାକେ ତାର୍ ମାକେ ସର୍ପିଦେଲା ।
ବାବା ଆରି ମୁଇ ଗଟେକ୍ ସେ ।”
ଜିସୁ ତିଆର୍ଲା, “ଏ ପାକ୍ନା ଗୁଚାଇଦିଆସ୍ ।” ମରିଜାଉ ଲାଜାରର୍ ବଇନି ମାର୍ତା କଇଲା, “ମାପ୍ରୁ ସେଟା କୁଇକରି ଗନ୍ଦି ଗାଲାବେ, କାଇକେବଇଲେ, ତାକେ କବର୍ଦେଇ ଚାର୍ଦିନ୍ ଅଇଗାଲା ।”
ଏନ୍ତି କଇ ସାରାଇ ଜିସୁ ଆକ୍ମାରି ଡାକ୍ଲା, “ଲାଜାର୍ ତୁଇ ବାରଇ ଆଉ ।”
ସେମନ୍ ଦୁଇ ଲକ୍ ମିସିକରି ଜିଉଦିମନର୍ ରିତିନିତି ଇସାବେ ଜିସୁର୍ ଗାଗଡ୍ ନେଇ ବାସ୍ନା ଦିନ୍ସୁ ସଙ୍ଗ୍, ଡେଙ୍ଗ୍ ପଚିଆ ଗୁଡିଆଇ ଦେଲାଇ ।
ସେ ପାଆର୍ ବିତ୍ରେ ଲଇଁକରି ଏରି ଦେକ୍ଲାଜେ, ଏଦେ ଦେକା ! ତେଇ ଜିସୁର୍ ଗାଗ୍ଡେ ଗୁଡିଆଇ ଅଇରଇଲା ଲୁଗା ଅଦ୍ରିରଇଲାଟା ଦେକ୍ଲା । ମାତର୍ ସେ ବିତ୍ରେ ପୁରେନାଇ ।
ଆରି ଜିସୁର୍ ମୁଣ୍ଡେ ଜନ୍ ଲୁଗା ଗୁଡିଆଇ କରି ବାନ୍ଦିରଇଲାଇ, ସେଟା ପାତଲ୍ ଲୁଗା ସଙ୍ଗ୍ ନ ଅଇକରି ଗଟେକ୍ ବିନ୍ଟାନେ ଗୁଡିଆଇଅଇ ରଇଲା ।
ବାବା ପର୍ମେସର୍ ଜେନ୍ତି ମଲାଲକ୍ମନ୍କେ ଜିବନ୍ କରି ଉଟାଇସି, ସମାନ୍ ସେନ୍ତି ମୁଇ ମିସା ତାର୍ ପିଲା ଜାକେ ଜାକେ ମନ୍ କର୍ବି, ସେମନ୍କେ ମଲାତେଇଅନି ଉଟାଇବି ।
ମୁଇ ତମ୍କେ ସତ୍ କଇଲିନି ଏନ୍ତି ଗଟେକ୍ ବେଲା ଆଇଲାନି, ସେ ବେଲା ଏବେ କେଟିଆଚେ । ଜେଡେବେଲା ମଲା ଲକ୍ମନ୍ ପର୍ମେସରର୍ ପିଲା ମର୍ କଁଟର୍ ସର୍ ସୁନ୍ବାଇ, ସେମନ୍ ଜିବନ୍ ଅଇ ଉଟ୍ବାଇ ।
ଜେନ୍ତିକି ତାକେ ଜଗତର୍ ସବୁ ବିସଇ ସର୍ପିଅଇବାଇ, ସେନ୍ତାରି ତାର୍ଟାନେ ବପୁ ଆଚେ । ସେ ବପୁସଙ୍ଗ୍ ଆମର୍ ମର୍ବା ଗାଗଡ୍ମନ୍କେ ନୁଆ କରି ବାଦ୍ଲାଇସି । ପର୍ମେସର୍ ତାକେ ଜିବନ୍ କରି ଉଟାଇଲାବେଲେ, ସେ ଜନ୍ ମଇମାର୍ ଗାଗଡ୍ ପାଇରଇଲା, ସେନ୍ତାରି ରଇବା ମଇମାର୍ ଗାଗଡ୍ ଆମ୍କେ ମିସା ଦେଇସି ।
ମୁଇସେ ଜିବନ୍ ରଇବା ଲକ୍ । କାଇକେବଇଲେ ମୁଇ ମରିରଇଲି ମିସା ଦେକା କାଲ୍ କାଲ୍ ଜୁଗ୍ ଜୁଗ୍ ବଁଚିକରି ଆଚି । ମର୍ ଆତେ ମରନର୍ ଆରି ପାତାଲର୍ କୁଚିକାଡି ଆଚେ । ମରିରଇବା ସବୁ ଲକ୍ମନର୍ ଉପ୍ରେ ଆରି ମଲାଲକ୍ମନ୍କେ କନ୍ତି ପାଟାଇବାର୍, ସେଟା ମର୍ ଅଦିକାର୍ଆଚେ ।