38 ତେଇ ଆରିତରେକ୍ ଜିସୁ ମନ୍ ବିତ୍ରେ କିଲ୍ବିଲ୍ ଅଇ ସମାଦି ଲଗେ ଗାଲା । ସମାଦିଟାନେ ଗଟେକ୍ ପାଆର୍ ଆରି ପାଆର୍ ମୁଆଟେ ଗଟେକ୍ ବଡ୍ ପାକ୍ନା ଡାବିଅଇରଇଲା ।
ପାକ୍ନାଇ ତାକର୍ ନିଜର୍ ପାଇ କୁନି ରଇବା ଗଟେକ୍ ନୁଆ କବର୍ ଦେବା ପାଆରେ ସେଟା ନେଇ ସଙ୍ଗଇଲା ଆରି ସେ ପାଆର୍ ମୁଆଟେ ଗଟେକ୍ ବଡ୍ଟା ଚାଚଡା ପାକ୍ନା ଡାବିଦେଇ ଉଟିଗାଲା ।
ସେମନ୍ ଜାଇକରି ଜିସୁକେ କବର୍ ଦେଲାଟାନେ ଜାଗ୍ବାକେ ସନିଅମନ୍ ଟିକ୍ କଲାଇ । କବର୍ ମୁଆଟେ ଡାବି ରଇବା ପାକ୍ନା ଉପ୍ରେ ସିଲ୍ମାରି ଜାଗୁଆଲ୍ମନ୍କେ ଜାଗାଇଲାଇ ।
ସେଟାର୍ପାଇ ଜସେପ୍ ଜିସୁର୍ ଗାଗଡ୍ କୁର୍ସ ଉପ୍ରେଅନି ଉତ୍ରାଇ ଆନ୍ଲା ଆରି ଗଟେକ୍ ନୁଆ ଲୁଗା ସଙ୍ଗ୍ ଗୁଡିଆଇକରି ରାଙ୍ଗ୍ନି କାଟି ତିଆର୍ କରି ରଇଲା ଗଟେକ୍ ପାଆରେ ନେଇକରି ସଙ୍ଗଇଲା । ଗଟେକ୍ ବଡ୍ ଚାଚଡା ପାକ୍ନା ନେଇ ପାଆର୍ ମୁଆଟେ ଡାବିଦେଲା ।
ଜିସୁ ଗଟେକ୍ ଡେଙ୍ଗ୍ପୁଣ୍ଡା ପୁଣ୍ଡିକରି କଇଲା, “ଏବର୍ ଲକ୍ମନ୍ କାଇକେ କାବା ଅଇବା ଚିନ୍ ମାଙ୍ଗ୍ଲାଇନି ? ମୁଇ ତମ୍କେ ସତ୍ କଇଲିନି, ଆଜିକାଲିର୍ ଏ ଲକ୍ମନ୍କେ କାବା ଅଇବା କାଇ ଚିନ୍ ମିସା ଦେକାଇ ନଏଁ ।”
ଆରି ପାଆରର୍ ମୁଆଟେ ରଇଲା ପାକ୍ନା ଗୁଣ୍ଡ୍ଲିରଇଲାଟା ଦେକ୍ଲାଇ ।
ମରିୟମ୍ ତାକେ ଆରି ତାର୍ ସଙ୍ଗ୍ ରଇବା ଲକ୍ମନ୍ କାନ୍ଦ୍ତେରଇବାଟା ଦେକି ଜିସୁ ଆତ୍ମାଇ ବେସି ମନ୍ଦୁକ୍ ଅଇଗାଲା ।
ଆଟର୍ ପର୍ତୁମ୍ ଦିନର୍ ସାକାଲେ ଜୁଲ୍ପୁଲ୍ ଉଜଲ୍ ବେଲାଇ ମଗ୍ଦଲିନି ମରିୟମ୍ ଜିସୁକେ ପାକ୍ନା ସଙ୍ଗ୍ ତିଆର୍ କରି ସଙ୍ଗଇଲା ପାଆରେ ଆସିକରି ଡାବିରଇଲା ପାକ୍ନା ଗୁଚିରଇଲାଟା ଦେକ୍ଲା ।