34 ସେ ପାଚାର୍ଲା, “ତାକେ କନ୍ତି କବର୍ ଦେଇଆଚାସ୍ ?” ସେମନ୍ ତାକେ କଇଲାଇ, “ମାପ୍ରୁ ଆସିଦେକା ।”
ସେ ଇତି ନାଇ । ସେ କଇଲା ଇସାବେ ଆରି ତରେକ୍ ଉଟି ଆଚେ । ଆସି ଦେକା, ଇତି ତାର୍ ମଲା ଗାଗଡ୍ ସଙ୍ଗଇରଇଲାଇ ।”
ଜିସୁକେ ଜନ୍ ଜାଗାଇ ନେଇ ସଙ୍ଗଇ ରଇଲାଇ, ସେ ଜାଗା ମଗ୍ଦଲିନି ମରିୟମ୍ ଆରି ଜସିର୍ ମା ମରିୟମ୍ ଦେକିରଇଲା ।
ମାତର୍ ସେ ଲକ୍ ସେମନ୍କେ କଇଲା, “ଡରାନାଇ, ତମେ କୁର୍ସେ ମଲା ନାଜରିତ୍ ଗଡର୍ ଜିସୁ କିରିସ୍ଟକେ କଜ୍ଲାସ୍ନି କି ? ସେ ଇତି ନାଇନି, ଏବେ ମଲାଟାନେଅନି ଉଟ୍ଲା ଆଚେ । ତାର୍ ମଡ୍ ସଙ୍ଗଇଲା ଜାଗା ଦେକା ।” ବଲି କଇଲା ।
ଜିସୁ ସେମନ୍କେ କଇଲା, “ମର୍ ସଙ୍ଗ୍ ଆସା ମୁଇ ରଇବା ଜାଗା ଦେକ୍ସା ।” ସେଟାର୍ ପାଇ ସେମନ୍ ତାର୍ ସଙ୍ଗ୍ ଜାଇ ସେ ରଇବା ଜାଗା ଦେକ୍ଲାଇ । ଆରି ସେ ଦିନେ ତାର୍ ସଙ୍ଗ୍ ରଇଲାଇ । ସେବେଲା ସଞ୍ଜୁଆ ଚାର୍ଟା ଅଇରଇଲା ।
ମରିୟମ୍ ତାକେ ଆରି ତାର୍ ସଙ୍ଗ୍ ରଇବା ଲକ୍ମନ୍ କାନ୍ଦ୍ତେରଇବାଟା ଦେକି ଜିସୁ ଆତ୍ମାଇ ବେସି ମନ୍ଦୁକ୍ ଅଇଗାଲା ।
ଜିସୁ କାନ୍ଦ୍ଲା ।
ସେଟାର୍ପାଇ ସେ ପାଲାଇ କରି ସିମନ୍ ପିତର୍ ଆରି ଜିସୁ ଜନ୍ ସିସ୍କେ ବେସି ଆଲାଦ୍ କର୍ତେ ରଇଲା, ସେମନ୍କେ ଆସି କଇଲା, “ସେମନ୍ ମାପ୍ରୁକେ, ସଙ୍ଗଇଲା ଜାଗାଇଅନି ଦାରିଗାଲାଇ ଆଚତ୍ । ଆରି ତାକେ କନ୍ ଜାଗାଇ ସଙ୍ଗଇଲାଇ ଆଚତ୍ ସେଟା ଆମେ ନାଜାନୁ ।”