28 ଏ ସବୁ କାତା କଇସାର୍ଲାପଚେ ମାର୍ତା ଜାଇକରି ନିଜର୍ ବଇନିକେ କେ ନ ସୁନ୍ଲାପାରା ଡାକି କଇଲା, “ଆଉ ଗୁରୁ ଆସିଆଚେ ଆରି ତକେ ଡାକ୍ଲାନି ।”
ଜିସୁ କଇଲା, “ନଅରେ ଜାଇ ସେ ଲକ୍କେ କଇସା, ତାର୍ ଦିନ୍କାଲ୍ କେଟି ଆଇଲାନି ବଲି ଗୁରୁ କଇଲା ଆଚେ । ତାର୍ ସିସ୍ମନର୍ ସଙ୍ଗ୍ ତମର୍ ଗରେ ସେ ନିସ୍ତାର୍ ପରବ୍ ମାନ୍ସି ।”
ଜିସୁ ତେବିକରି କଇଲା, “ତାକେ ମର୍ ଲଗେ ଆଇବାକେ କୁଆ ।” ଲକ୍ମନ୍ କାଣାକେ ଡାକିକରି କଇଲାଇ, “ସାଆସ୍ ଦାରିକରି ଉଟ୍, ଜିସୁ ତକେ ଡାକ୍ଲାନି ।”
ସେ ପାନିନେବା ଲକ୍ ଗଟେକ୍ ଗରେ ପୁର୍ସି । ତମେ ମିସା ସେ ଗର୍ ବିତ୍ରେ ପୁରିକରି ସେ ଗରର୍ ସାଉକାର୍କେ କୁଆ, “ଆମର୍ ଗୁରୁ ପାଚାର୍ଲାନି, ମୁଇ ମର୍ ସିସ୍ମନର୍ ସଙ୍ଗ୍ ରକିଆ ପାଇବା ପରବର୍ ବଜି କର୍ବା ବାକ୍ରା କନ୍ତି ଆଚେ ?
“ଆମର୍ ଗୁରୁ ତମ୍କେ ଏ କବର୍ କଇ ପାଟାଇଆଚେ, ମୁଇ ଆରି ମର୍ ସିସ୍ମନ୍ କନ୍ ବାକ୍ରାଇ ରକିଆ ପାଇବା ପରବର୍ ବଜି ମାନ୍ବୁ ?
ସେ ଦାପ୍ରେ ସେ ତାର୍ ବାଇ ସିମନ୍ ପିତର୍କେ କଜିକରି ବେଟ୍ ପାଇ କଇଲା, “ପର୍ମେସର୍ ବାଚି ପାଟାଇଲା ମସିଅକେ ଆମେ ବେଟ୍ପାଇଲୁ ।”
ପିଲିପ୍ ନିତନିଏଲ୍କେ ବେଟ୍ ପାଇ କଇଲା, “ଜନ୍ ଲକର୍ ବିସଇ ମସାର୍ ନିୟମେ ଲେକିରଇଲା ଆରି ବବିସତ୍ବକ୍ତାମନ୍ ଲେକି ଆଚତ୍, ଆମେ ତାକେ ଦେକ୍ଲୁ ଆଚୁ । ସେ ଜସେପର୍ ପିଲା ନାଜରିତ୍ ଗଡର୍ ଜିସୁ ।”
ଜାଗୁଆଲ୍ ଦୁଆର୍ ଉଗାଡି ଦେଇସି ଆରି ନାଉଁ ଦାରି ଡାକ୍ସି । ମେଣ୍ଡାମନ୍ ତାର୍ ଡାକ୍ଲାଟା ସୁନ୍ବାଇ, ଆରି ସେମନ୍କେ ବାର୍କରାଇ ଦାରିଜାଇସି ।
ଜିସୁ ଆଇଲାନି ବଲି ସୁନ୍ଲା ଦାପ୍ରେ ମାର୍ତା ତାକେ ବେଟ୍ଅଇବାର୍ ଗାଲା । ମାତର୍ ମରିୟମ୍ ଗରେସେ ବସିରଇଲା ।
ମରିୟମ୍ ଏ କାତା ସୁନିକରି ଦାନ୍ଦା ପାନ୍ଦା ଅଇ ଜିସୁକେ ବେଟ୍ ଅଇବାର୍ ଗାଲା ।
ଜିସୁ ସେଡ୍କିବେଲା ଗାଉଁ ବିତ୍ରେ ଆସି ନ ରଇଲା, ମାତର୍ ମାର୍ତା ତାକେ ଜନ୍ ଜାଗାଇ ବେଟ୍ ଅଇରଇଲା, ତେଇସେ ରଇଲା ।
ଆରି ସେ କଇଲା, “ତମେ ମକେ ଗୁରୁ ଆରି ମାପ୍ରୁ ବଲି ଡାକ୍ଲାସ୍ନି, ସେଟା ଟିକ୍ସେ । କାଇକେ ବଇଲେ ଗୁରୁ ଆରି ମାପ୍ରୁ ମୁଇସେ ।”
ଜିସୁ ତାକେ “ମରିୟମ୍ !” ବଲି ଡାକ୍ଲା । ମରିୟମ୍ ତାର୍ ବାଟେ ପାସ୍ଲି କରି “ରାବ୍ବୁନି !” ବଲି ଏବ୍ରି ବାସାଇ କଇଲା । ଏଟାର୍ ଅରତ୍ ଅଇଲାନି ଗୁରୁ ।
ଜିସୁ ଜନ୍ ସିସ୍କେ ଆଲାଦ୍ କର୍ତେ ରଇଲା, ସେ ସିସ୍ ପିତର୍କେ କଇଲା, “ଏଦେ ଦେକା ! ଏଟା ନିଜେ ଆମର୍ ମାପ୍ରୁ ସେ !” ପିତର୍ ଏଟା ମାପ୍ରୁ ଆକା ବଲି କଇଲାଟା ସୁନିକରି ବେଟି ସଙ୍ଗଇଲା ବସ୍ତର୍ ପିନ୍ଦି ଗାଡେ ଡେଗଇଦେଲା । କାଇକେ ବଇଲେ ସେ ମାଚ୍ ଦାର୍ବାବେଲେ, ଉପ୍ରେ ପିନ୍ଦ୍ଲା ବସ୍ତର୍ ବେଟି ସଙ୍ଗଇ ରଇଲା ।
ତେବେ ତମେ ଜେନ୍ତାରି କଲାସ୍ନି, ସେନ୍ତାରି ନିଜର୍ ଲକ୍ମନ୍କେ ଦୁକ୍ ସାରାଆ । ଆରି ସାଇଜ କର୍ତେରୁଆ ।
ତେବର୍ପାଇ ଅଦୁଆ ଅଇରଇବା ଆତ୍ ଉଟାଆ ଆରି ଲୁଡ୍ଗୁଡି ଜାଇତେରଇବା ମାଣ୍ଡିମନ୍ ଡାଁଟ୍କରା ।