20 ଜିସୁ ଆଇଲାନି ବଲି ସୁନ୍ଲା ଦାପ୍ରେ ମାର୍ତା ତାକେ ବେଟ୍ଅଇବାର୍ ଗାଲା । ମାତର୍ ମରିୟମ୍ ଗରେସେ ବସିରଇଲା ।
“ସେଡିକିବେଲେ ସରଗ୍ ରାଇଜେ କେଟ୍ବା ବାଟ୍ ଏନ୍ତି ଅଇସି । ଦସ୍ଟା ଦାଙ୍ଗ୍ଡିମନ୍ ସବୁ ଲକ୍ ଗଟେକ୍ ଗଟେକ୍ ବତି ଦାରି ବାଟେ, ବର୍ ଦାଙ୍ଗ୍ଡାକେ ଜାଗ୍ବାର୍ ଜାଇରଇଲାଇ ।
ମଜା ରାତିବେଲାଇ ଆଉଲି ସୁନି ଅଇଲା, “ଏଦେ ଦେକା ! ବର୍ ଦାଙ୍ଗ୍ଡା ଆଇଲାବେ ! ଆସା ସେମନ୍କେ ଡାକିଆନୁ !”
ଜିସୁ ସେଡ୍କିବେଲା ଗାଉଁ ବିତ୍ରେ ଆସି ନ ରଇଲା, ମାତର୍ ମାର୍ତା ତାକେ ଜନ୍ ଜାଗାଇ ବେଟ୍ ଅଇରଇଲା, ତେଇସେ ରଇଲା ।
ପିତର୍ ଗର୍ ବିତ୍ରେ ଜିବାବେଲେ କର୍ନିଲିଅ ତାକେ ବେଟ୍ଅଇ, ତାର୍ ପାଦେ ଡାଣ୍ଡାସନ୍ ପଡି ଜୁଆର୍ କଲା ।
ଆମେ ଗାଲା କବର୍ ସୁନିକରି ରମ୍ ଦେସର୍ ବିସ୍ବାସି ବାଇମନ୍ ତେଇଅନି ଆପିଅ ଜାଗାର୍ ଆଟେ ଆରି ତିନ୍ସରା ନାଉଁର୍ ନଅର୍ମନ୍ ଜାକ ଆମ୍କେ ବେଟ୍ ଅଇବାକେ ଇଣ୍ଡି ଇଣ୍ଡି ଆଇଲାଇ । ସେମନ୍କେ ଦେକି ପାଉଲ୍ ପର୍ମେସର୍କେ ଦନିଅବାଦ୍ ଦେଲା ଆରି ବେସି ସାର୍ଦା ଅଇଲା ।
ତାର୍ପଚେ ଆମେ ଜେତ୍କି ଲକ୍ ଜିବନ୍ ରଇବୁ, ସେବେଲେ ମେଗ୍ମାଲାଇଅନି ସେମନର୍ସଙ୍ଗ୍ ଉତ୍ରିକରି ସବୁବେଲେ ମାପ୍ରୁର୍ ସଙ୍ଗ୍ ସରଗ୍ପୁରେ ରଇବୁ ।