17 ଜିସୁ ବେତ୍ନିଆଇ କେଟିକରି ସୁନ୍ଲା ଜେ ଲାଜାର୍କେ ସମାଦି ଦେଇ ଚାର୍ଦିନ୍ ଅଇରଇଲା ।
ଏଟା ଅଇଲାନି ଜିସୁ କିରିସ୍ଟର୍ ଜନମ୍ ବିସଇ । ଜିସୁର୍ ମା ମରିୟମର୍ ସଙ୍ଗ୍ ଜସେପ୍ ନାଉଁର୍ ଗଟେକ୍ ଦାଙ୍ଗ୍ଡାର୍ ପାଇ ବିବା ମାଙ୍ଗ୍ନି ଅଇରଇଲା । ମାତର୍ ସେମନର୍ ବିବା ନ ଅଇତେ ସୁକଲ୍ ଆତ୍ମାଇ ଅନି ଗାଗ୍ଡେ ଅଇରଇବାଟା ମରିୟମ୍ ଜାନିପାର୍ଲା ।
ଜିସୁ ତିଆର୍ଲା, “ଏ ପାକ୍ନା ଗୁଚାଇଦିଆସ୍ ।” ମରିଜାଉ ଲାଜାରର୍ ବଇନି ମାର୍ତା କଇଲା, “ମାପ୍ରୁ ସେଟା କୁଇକରି ଗନ୍ଦି ଗାଲାବେ, କାଇକେବଇଲେ, ତାକେ କବର୍ଦେଇ ଚାର୍ଦିନ୍ ଅଇଗାଲା ।”
ଜିସୁ ସେମନ୍କେ କଇଲା, “ତମେ ଏ ମନ୍ଦିର୍ ବସ୍ଲାଇ ଦିଆସ୍ । ସେଟା ମୁଇ ତିନ୍ଦିନ୍ ବିତ୍ରେ ଆରିତରେକ୍ ତିଆର୍ କରିଦେବି ।”