10 ମାତର୍ ରାତିଆ ଇଣ୍ଡ୍ଲେ ଜଟିଆଇ ଅଇବାଇ । କାଇକେବଇଲେ ସେମନର୍ଟାନେ ଉଜଲ୍ ନ ରଏ ।”
ବାକିଅ ପୁରାପୁରୁନ୍ ତାକର୍ ମନ୍ ବିତ୍ରେ ଜାଇ ନ ରଏ ଜେ, ସେମନ୍ ସେଟା ବେସି ଦିନ୍ ମାନିକରି ରଇ ନାପାରତ୍ । ବାକିଅର୍ ଲାଗି କସ୍ଟ କି ବେମ୍ଜା ଆଇଲେ, ସେମନ୍ ଦାପ୍ରେସେ ସେଟା ଚାଡିଦେବାଇ ।
ଜିସୁ ଏ ସବୁ କାତା କଇଲା ପଚେ, ସିସ୍ମନ୍କେ କଇଲା, “ଆମର୍ ସବୁଲକର୍ ମଇତର୍ ଲାଜାର୍ ଏବେ ସଇଆଚେ, ତାକେ ମୁଇ ଉଟାଇବାର୍ ଗାଲିନି ।”
ଜିସୁ କଇଲା “ଗଟେକ୍ ଦିନେ କାଇ ବାର ଗଁଟା ଉଜଲ୍ ନ ରଏ କି ? ଜନ୍ ଲକ୍ମନ୍ ଦିନ୍ବେଲାର୍ ଉଜ୍ଲେ ରଇବାଇ, ସେମନ୍ ଜଟିଆଇ ନ ଅଅତ୍, କାଇକେବଇଲେ ସେମନ୍କେ ଏ ଜଗତର୍ ଉଜଲ୍ ଡିସ୍ସି ।