6 ଜିସୁ ସେମନ୍କେ ଏନ୍ତି ଉଦାଅରଣ୍ ଦେଇ କଇଲା, ମାତର୍ ସେମନ୍ ତାର୍ ଅରତ୍ କାଇଟା ବଲି ବୁଜି ନାପାର୍ଲାଇ ।
ଜିସୁ ଏନ୍ତାରି ଉଦାଅରଣ୍ ଦେଇ ସିକାଇତେ ରଇଲା । ଉଦାଅରଣ୍ ନ ଦେଇ ସେ କାଇଟା ମିସା ନ ସିକାଇତେ ରଇଲା ।
ଜିସୁ ସିସ୍ମନ୍କେ ପାଚାର୍ଲା, “ଏ ସବୁ ବିସଇ ବୁଜି ପାର୍ଲାସ୍ନି କି ?” ସେମନ୍ “ଉଁ ମାପ୍ରୁ ।” ବଲି କଇଲାଇ ।
ଆରି ଉଦାଅରନ୍ ନଇତେ ସେ ତାକର୍ ଲଗେ କାଇ କାତା ନ କଇତେରଇଲା । ମାତର୍ ଜିସୁ ବିନ୍ ଲକ୍ମନ୍ କେ ନ ରଇଲାବେଲେ ନିଜର୍ ସିସ୍ମନ୍କେ ସବୁ ବିସଇ ବୁଜାଇ ଦେଇତେ ରଇଲା ।
“ମୁଇ ତମ୍କେ କାତା ମଲ୍କାଇ କରି ଏ ସବୁ କଇଲିନି, ଏନ୍ତି ବେଲା ଆଇସି, ତମ୍କେ ଆରି ମୁଇ କାତା ନ ମଲ୍କାଇ, ସଲ୍କେ ବାବାର୍ ବିସଇ କଇଦେବି ।
ଜିସୁର୍ ସିସ୍ମନ୍ କଇଲାଇ, “ଏବେ ତମେ ଆମ୍କେ କାତା ମଲ୍କାଇ ନ କଇକରି ସଲ୍କେସେ କଇଲାସ୍ନି ।
ଜିସୁ କଇଲା କାତା ସୁନି ଜିଉଦି ନେତାମନ୍ ରିସାଅଇ ଆଉଲିଅଇକରି “ଏ ଲକ୍ କେନ୍ତି ନିଜର୍ ଗାଗଡ୍ ଆମ୍କେ କାଇବାକେ ଦେଇ ପାରେ ?” ବଲି ଦଦାପେଲା ଅଇ କଇଲାଇ ।
ଜିସୁର୍ ସିସ୍ମନର୍ ବିତ୍ରେ ଅନି କେତେକ୍ ଲକ୍ ଏ କାତା ସୁନିକରି କଇଲା, “ଏ ସିକିଆ ମୁଲ୍କେ ବୁଜି ନଇଲାନି । ସେଟାର୍ପାଇ କେ ଏଟା ନାମ୍ସି ?”
ସେ କଇଲାନି, ତମେ ମକେ କଜ୍ସା ମାତର୍ ବେଟ୍ ଅଇ ନାପାର୍ସା ବଲି । ଆରି ଏନ୍ତି ମିସା କଇଲାନି, ‘ମୁଇ ଜନ୍ ଜାଗାଇ ଜିବି, ତେଇ ତମେ ଆସିନାପାରାସ୍’ ବଲି । ଏନ୍ତି ବଇଲେ ସେ କଇବା କାତାର୍ ଅରତ୍ କାଇଟା ?”
ମାତର୍ ଜିସୁ ତାର୍ ବାବାର୍ ବିସଇ ଏନ୍ତାରି କଇଲାନି ବଲି ସେମନ୍ ମୁଲ୍କେ ବୁଜି ନାପାର୍ଲାଇ ।
ତମେ କାଇକେ ମର୍ କାତା ବୁଜି ନାପାର୍ଲାସ୍ନି ? କାଇକେ ବଇଲେ ତମେ ମର୍ ସିକିଆ ସୁନି ତବିର୍ଅଇ ରଇ ନାପାର୍ଲାସ୍ନି ।
ମାତର୍ ସୁକଲ୍ଆତ୍ମା ନ ପାଇ ରଇବା ଲକ୍, ଆତ୍ମାର୍ ବିସଇ ନ ମାନେ, ମାତର୍ ସେଟାମନ୍ ତାର୍ପାଇ ଗଟେକ୍ କାଇଟା ନାଜାନ୍ବା ବକୁଆ ପାରା, ଆରି ସେ ସେଟା ବୁଜି ନାପାରେ, କାଇକେବଇଲେ ସେ ସବୁ ବିସଇ ସୁକଲ୍ ଆତ୍ମା ସିକାଇଲେ ସେ ବୁଜିଅଇସି ।
ସେମନ୍ କଲାପାରା ବିସଇ ଉପଦେସ୍ ବଇଟାନେ ଲେକା ଅଇଲାଆଚେ । କୁକୁର୍ ଜନ୍ଟା ବାତିକର୍ସି, ସେଟାସେ ଜାଇ କାଇସି, ଗୁସ୍ରିକେ ପାନି ଦୁଆଇଦେଇ ରଇଲେ ମିସା ସେ କାଦଲଗେସେ ଜାଇ ଚକ୍ଟି ଅଇସି ।
ଆମେ ଏଟା ମିସା ଜାନିଆଚୁ ଜେ, ତାର୍ ପଅ ଏ ଜଗତେ ଆଇଲା ଆରି ଆମ୍କେ ସତ୍ ପର୍ମେସର୍କେ ଜାନାଇଲା । ଏ ସତ୍ ପର୍ମେସରର୍ ସଙ୍ଗ୍ ଆମେ ମିସିକରିଆଚୁ । କାଇକେବଇଲେ ତାର୍ ପଅ ଜିସୁକିରିସ୍ଟର୍ ସଙ୍ଗ୍ ଆମେ ମିସିଆଚୁ । ସେ ସେ ସତ୍ ପର୍ମେସର୍ ଆରି ସେ ସେ ଲକ୍ମନ୍କେ ନ ସାର୍ବା ଜିବନ୍ ଦେଇସି ।