42 ଆରି ସେ ଜାଗାଇ ବେସି ଲକ୍ମନ୍ ଜିସୁକେ ବିସ୍ବାସ୍ କଲାଇ ।
ଜିଉଦି ଲକ୍ମନର୍ ବିତ୍ରେଅନି, ବେସି ଲକ୍ ମରିୟମର୍ ଲଗେ ଆସିରଇଲାଇ, ଆରି ଜିସୁର୍ ଏ କାମ୍ ଦେକି, ତାକେ ବିସ୍ବାସ୍ କଲାଇ ।
ଏଲେ ମିସା ଜିଉଦି ନେତାମନର୍ ବିତ୍ରେଅନି କେତେ ଲକ୍ ତାକେ ବିସ୍ବାସ୍ କଲାଇ । ମାତର୍ ସେମନ୍ ପାରୁସି ମନର୍ଲାଗି ପାର୍ତନା ଗରେ ଅନି ବାର୍କରାଇଦେବାଇ ବଲି ଡରିକରି କାତାବାର୍ତା ନ ଅଇତେ ରଇଲାଇ ।
ନିସ୍ତାର୍ ପରବ୍ବେଲେ ଜିସୁ ଜିରୁସାଲାମ୍ ରଇଲାବେଲେ କେତେକ୍ କେତେକ୍ ଲକ୍ ସେ କରିରଇବା କାବା ଅଇଜିବା କାମ୍ମନ୍ କଲାଟା ଦେକି ତାକେ ବିସ୍ବାସ୍ କଲାଇ ।
ସେ ସଅରର୍ କେତେକ୍ କେତେକ୍ ସମିରଣିୟମନ୍ ଜିସୁକେ ବିସ୍ବାସ୍ କଲାଇ । କାଇକେବଇଲେ, ସେ ମାଇଜି ସେମନ୍କେ କଇରଇଲା । ଆଗେ ମୁଇ ଜାଇଜାଇଟା କରିରଇଲି, ସେ ସବୁ କାତା ସେ ମକେ କଇଦେଲା ।
ଜିସୁର୍ କାତା ସୁନି ତାକେ ବେସି ଲକ୍ମନ୍ ବିସ୍ବାସ୍ କଲାଇ ।
ମାତର୍ ତେଇ ରଇଲା ଲକ୍ମନର୍ ବିତ୍ରେଅନି କେତେକ୍ ଲକ୍ ଜିସୁକେ ବିସ୍ବାସ୍ କରି କଇଲାଇ, “ମସିଅ ଆଇଲେ ଆର୍ଟାନେଅନି ସେ କାଇ ଅଦିକ୍ କାବା ଅଇଜିବା କାମ୍ କର୍ସି କି ? ନାଇ ନ କରେ ।”
ଜିସୁର୍ ଏ ସବୁ କାତା ସୁନି, ବେସି ଲକ୍ମନ୍ ତାକେ ବିସ୍ବାସ୍ କଲାଇ ।