39 ସେମନ୍ ଆରିତରେକ୍ ଜିସୁକେ ଦାର୍ବାକେ ଚେସ୍ଟା କଲାଇ, ମାତର୍ ଜିସୁ ସେମନ୍କେ ଦାରାଇ ନ ଅଇକରି କସ୍ରି ଉଟିଗାଲା ।
ତାର୍ପଚେ ପାରୁସିମନ୍ ସେ ଜାଗାଇଅନି ବାରଇ ଉଟିଜାଇ ଜିସୁକେ ମରାଇବାକେ ଜଜ୍ନା କଲାଇ ।
ଏ କାତା ସୁନି ଲକ୍ମନ୍ ତାକେ ଆରିତରେକ୍ ମାର୍ବାକେ ପାକ୍ନା ବେଟ୍ଲାଇ ।
ଜିସୁ ଏ କାତା କଇବାବେଲେ, ସେମନ୍ ସୁନିକରି ତାକେ ଦାର୍ବାକେ ଚେସ୍ଟା କଲାଇ । ମାତର୍ କେ ମିସା ଚିଇ ନାପାର୍ଲାଇ । କାଇକେ ବଇଲେ ସେଡ୍କି ବେଲା ଜାକ ତାର୍ ବେଲା କେଟି ନ ରଇଲା ।
ଆରି ଲକ୍ମନର୍ ବିତ୍ରେଅନି କେତେ ଲକ୍ ଜିସୁକେ ବାନ୍ଦାଇ ଅ ବଲି ମନ୍ କର୍ତେରଇଲାଇ । ମାତର୍ କେ ମିସା ତାକେ ଦାରି ନାପାର୍ଲାଇ ।
ଜିସୁ ଏ କାତା କଇବାବେଲେ ସେମନ୍ ତାକେ ମାର୍ବାକେ ପାକ୍ନା ବେଟ୍ଲାଇ, ମାତର୍ ଜିସୁ, ମନ୍ଦିରେ ଅନି ବାରଇ ଲକ୍ମନର୍ ବିତ୍ରେ ପୁରି ଉଟିଗାଲା ।