ଜଅନ୍ 10:38 - ସତିଅର୍ ବାଟ୍ ନୁଆ ନିୟମ୍ 202038 ଜଦି ମୁଇ ସେ ମନ୍କଲାଟା ପୁରାପୁରୁନ୍ କର୍ବି ବଇଲେ, ମକେ ବିସ୍ବାସ୍ ନ କଲେମିସା ମୁଇ କର୍ବା କାମ୍ ବିସ୍ବାସ୍ କରା । ସେଟାର୍ ପାଇ ତମେ ଜାନିପାରାସ୍ ଜେ, ମର୍ ବାବା ପର୍ମେସର୍ ମର୍ ସଙ୍ଗ୍ ଆଚେ ଆରି ମୁଇ ତାର୍ଟାନେ ଆଚି ।” အခန်းကိုကြည့်ပါ။ |