26 ମାତର୍ ତମେ ମକେ ବିସ୍ବାସ୍ କରାସ୍ନାଇ, କାଇକେବଇଲେ ତମେ ମର୍ ମେଣ୍ଡାମନ୍ ନୁଆସ୍ ।
ମର୍ ସବୁ ମେଣ୍ଡାମନ୍ ମୁଇ ଡାକ୍ବାଟା ସୁନ୍ବାଇ, ମୁଇ ସେମନ୍କେ ଜାନି, ଆରି ସେମନ୍ ମର୍ ପଚେ ପଚେ ଆଇବାଇ ।
ନିଜର୍ ସବୁ ମେଣ୍ଡାମନ୍କେ ବାଇରେ ଆନ୍ବା ବେଲେ, ସେ ଆଗେ ଆଗେ ଇଣ୍ଡ୍ସି ଆରି ମେଣ୍ଡାମନ୍ ତାର୍ ପଚେ ପଚେ ଜିବାଇ । କାଇକେବଇଲେ ମେଣ୍ଡାମନ୍ ତାର୍ ଡାକ୍ଲାଟା ଜାନତ୍ ।
ମର୍ ବାବା ପର୍ମେସର୍ ଜନ୍ ଲକ୍ମନ୍କେ ମକେ ଦେଲା ଆଚେ, ସେ ଲକ୍ମନ୍ ମର୍ ଲଗେ ଆଇବାଇ । ଆରି ମର୍ ଲଗେ ଆଇବା ଲକ୍ମନ୍କେ କେବେ ମିସା ନ ବାଉଡାଇ ।
ଆରି ଜିସୁ କଇଲା, “ସେଟାର୍ ପାଇସେ ମୁଇ ତମ୍କେ କଇଲିନି, ଜଦି ବାବା ନ ପାଟାଇଲେ, କେ ମିସା ମର୍ ଲଗେ ଆସିନାପାରେ ।”
ଜେତ୍କି ଲକ୍ ପର୍ମେସରର୍ ଅଇଲାଇ ଆଚତ୍, ସେମନ୍ ପର୍ମେସରର୍ କାତା ସୁନ୍ବାଇ । ଆରି ତମେ ପର୍ମେସରର୍ତେଇଅନି ଆଇଲା ଲକ୍ ନୁଆସ୍ । ସେଟାର୍ପାଇ ତମେ ମର୍ ବାକିଅ ସୁନାସ୍ ନାଇ ।”
ମାତର୍ ଆମେ ପର୍ମେସରର୍ ଲକ୍ । ଆରି ଜେତ୍କି ଲକ୍ ପର୍ମେସର୍କେ ଜାନିଆଚତ୍, ସେମନ୍ ସବୁ ଆମର୍ ସିକିଆ ମାନ୍ବାଇ । ମାତର୍ ଜେତ୍କି ପର୍ମେସରର୍ ଲକ୍ ନଅତ୍, ଆମର୍ ସିକିଆ ନ ମାନତ୍ । ଏଟାର୍ଲାଗି ଗଟେକ୍ ଲକ୍କେ ସତ୍ ଆତ୍ମା ଆଚେ କି ସଇତାନର୍ ଆତ୍ମା ଆଚେ ବଲି ଜାନିଅଇସି ।