23 ତେଇ ଜିସୁ ମନ୍ଦିରେ ସଲ୍ମନର୍ ମଣ୍ଡପେ ବୁଲ୍ତେରଇଲା ।
ସେ ବେଲେ ସିତ୍ ଦିନ୍ ଅଇରଇଲା ଆରି ଜିରୁସାଲାମ୍ ମନ୍ଦିର୍ ତିଆର୍ କଲା ପରବ୍ ଅଇତେରଇଲା ।
ସେ ଲକ୍ ପିତର୍କେ ଆରି ଜଅନ୍କେ ନ ଚାଡ୍ତେରଇଲା । ସଲ୍ମନର୍ ପିଣ୍ଡାଇ ତାକର୍ ସଙ୍ଗ୍ ରଇବାଟା ଦେକି, ଲକ୍ମନ୍ କାବାଅଇଗାଲାଇ । ପଚେ ପାଲାଇ ଆଇଲାଇ ।
ପେରିତ୍ ସିସ୍ମନର୍ ଟାନେଅନି ଲକ୍ମନର୍ ବିତ୍ରେ ବେସି କାବା ଅଇଜିବା କାମ୍ମନ୍ ଆରି ଚିନ୍ମନ୍ ସାଦନ୍ ଅଇତେ ରଇଲା । ସବୁ ବିସ୍ବାସିମନ୍ ସଲ୍ମନର୍ ମଣ୍ଡପେ ରୁଣ୍ଡ୍ତେ ରଇଲାଇ ।