8 ଜଅନ୍ ନିଜେ ସେ ଉଜଲ୍ ନ ରଇଲା, ମାତର୍ ଲକ୍ମନ୍କେ ସେ ଉଜଲ୍ ବିସଇର୍ ସାକି ଦେବାକେ ଆସିରଇଲା ।
ସେ ସତ୍ ବିସଇ କଇବାକେ ନ ନିଚିକରି, ସବୁ ଲକ୍ ବୁଜ୍ଲା ପାରା କଇଲା, “ମୁଇ କିରିସ୍ଟ ନଇ ।”
ସେ ସତ୍ ଏବେ ଉଜଲ୍ ଅଇଲା, ଏ ଉଜଲ୍ ଦୁନିଆଇ ଆଇଲା ଆରି ସବୁ ଲକ୍ମନର୍ ମନ୍ବିତ୍ରେ ରଇବା ଆଁକି ଡିସାଇଲା ।
ମୁଇ କଇରଇଲି ପର୍ମେସର୍ ପାଟାଇଲା ମସିଅ ମୁଇ ନଇ ବଲି । ମୁଇ ଅବ୍କା ପାଟାଇରଇବା ଗଟେକ୍ ଦୁତ୍ ପାରା ଅଇ ଆସିଆଚି ।
ପାଉଲ୍ କଇଲା, “ଜନ୍ ଲକ୍ମନ୍ ପାପେଅନି ବାଉଡି ରଇଲାଇ, ଜଅନର୍ ଡୁବନ୍ ସେମନର୍ ପାଇ ଟିକ୍ ରଇଲା । ମାତର୍ ତାର୍ପଚେ ଜେ ଆଇବାର୍ ରଇଲା, ଜନ୍ଟା କି, ଜିସୁ, ତାର୍ ଲଗେ ବିସ୍ବାସ୍ କର୍ବାକେ, ଜଅନ୍ ଇସ୍ରାଏଲ୍ ଲକ୍ମନ୍କେ କଇରଇଲା ।”