46 ନିତନିଏଲ୍ ପିଲିପ୍କେ ପାଚାର୍ଲା, “ନାଜରିତ୍ ଗଡେଅନି କାଇଆଲେ ନିକ ବିସଇ ଆଇସି କି ?” ପିଲିପ୍ ତାକେ କଇଲା, “ତୁଇ ଆସିକରି ଦେକ୍ !”
ପିଲିପ୍ ଆରି ବାର୍ତଲମି, ତମା ଆରି ସିସ୍ତୁମାଙ୍ଗୁମନ୍ ମାତିିଉ, ଆଲ୍ପିର୍ ପଅ ଜାକୁବ୍ ଆରି ତଦିୟ,
ମାତର୍ ଆରିଗଟେକ୍ ବିନ୍ ସପନ୍ ଇସାବେ ଗାଲିଲି ଦେସେ ଜାଇକରି ନାଜରିତ୍ ନାଉଁର୍ ଗଡେ ବାସା ଅଇ ରଇଲା । ଜେନ୍ତାର୍ କି ବବିସତ୍ବକ୍ତା କଇଲା ଏ ବାକିଅ ସିଦ୍ ଅଇଲା । ସେ ଏନ୍ତି ବଲି କଇରଇଲା, “ସେ ନାଜରିତିୟା ବଲି ଡାକ୍ପୁଟା ଅଇସି ।”
“ଆରି ନିଜେ ନିଜେ କାଇକେ ଟିକ୍ ବିଚାର୍ କରାସ୍ ନାଇ ?
ଆନ୍ଦ୍ରିୟ ଆରି ପିତର୍ ପାରା ପିଲିପ୍ ମିସା ବେତ୍ସାଇଦା ଗଡର୍ ଲକ୍ ରଇଲା ।
ପିଲିପ୍ ନିତନିଏଲ୍କେ ବେଟ୍ ପାଇ କଇଲା, “ଜନ୍ ଲକର୍ ବିସଇ ମସାର୍ ନିୟମେ ଲେକିରଇଲା ଆରି ବବିସତ୍ବକ୍ତାମନ୍ ଲେକି ଆଚତ୍, ଆମେ ତାକେ ଦେକ୍ଲୁ ଆଚୁ । ସେ ଜସେପର୍ ପିଲା ନାଜରିତ୍ ଗଡର୍ ଜିସୁ ।”
ସେମନ୍ ପିଲିପର୍ ଲଗେ ଆସି ତାକେ କଇଲାଇ, “ଏ ଆଗିଆଁ ଆମେ ଜିସୁକେ ଦେକ୍ବାକେ ମନ୍ କଲୁନି ।” ପିଲିପ୍ ବେତ୍ସାଇଦାର୍ ଲକ୍ ରଇଲା ।
ପିଲିପ୍ ଜିସୁକେ କଇଲା, “ଏ ମାପ୍ରୁ ଆମ୍କେ ବାବାକେ ଦେକାଇ ଦେ, ସେତ୍କିସେ ଆମର୍ପାଇ ବେସି ।”
“ଆସା ଗଟେକ୍ ଲକ୍କେ ଦେକ୍ସା । ଆଗେ ମୁଇ ଜାଇଜାଇଟା କରିରଇଲି, ସେ ସବୁ କାତା ସେ ମକେ କଇଦେଲା । ସେ ପର୍ମେସର୍ ବାଚି ପାଟାଇଲା ରାଜା ମସିଅ ଅଇଲେ ଅଇରଇସି କାଇକି ।”
ତାର୍ ଲଗେ ବେସି ଲକ୍ମନ୍ ଆଇବାଟା ଦେକିକରି ଜିସୁ ପିଲିପ୍କେ ପାଚାର୍ଲା, “ଏତେକ୍ମାଣ୍ଡ୍ ଲକ୍ମନର୍ ପାଇ କନ୍ତିଅନି ଜାଇ କାଦି ଗେନିଆନି ଅଇସି ?”
ପିଲିପ୍ ଜିସୁକେ କଇଲା, “ଇତି ରଇଲା ସବୁ ଲକ୍ମନ୍କେ ଦୁଇସ ତେଇ ଅନି ଅଦିକ୍ ରୁପାଟାଙ୍ଗାର୍ ରୁଟି ଗେନ୍ବାକେ ପଡ୍ସି ।”
ବିନ୍ଲକ୍ମନ୍ କଇଲାଇ, “ଏନ୍ତି ବଇଲେ ତୁଇ ମିସା କାଇ ଗଟେକ୍ ଗାଲିଲିର୍ ଲକ୍ କି ? କେ ମିସା ପର୍ମେସରର୍ ତେଇଅନି ବବିସତ୍କାତା କଇବା ଲକ୍ ଗାଲିଲିଅନି ଆସତ୍ ନାଇ ।”
ସବୁ ବିସଇ ପରିକା କରି ଦେକା, ଜନ୍ଟା ସତ୍, ସେଟା ଚାଡାନାଇ ।