ଜଅନ୍ 1:38 - ସତିଅର୍ ବାଟ୍ ନୁଆ ନିୟମ୍ 202038 ଜିସୁ ପାସ୍ଲିକରି ଦେକ୍ବା ବେଲେ ସେ ଦୁଇଟା ସିସ୍ମନ୍ ତାର୍ ପଚେ ପଚେ ଜିବାଟା ଦେକି ସେମନ୍କେ ପାଚାର୍ଲା ତମେ କାଇଟା କଜ୍ଲାସ୍ନି ? ସେମନ୍ ଜିସୁକେ କଇଲାଇ, “ରାବି ତମେ କନ୍ ଜାଗାଇ ରଇଲାସ୍ନି ?” ରାବିର୍ ଅରତ୍ ଅଇଲାନି ସିକାଇ ଦେବା ଗୁରୁ । အခန်းကိုကြည့်ပါ။ |