3 ପର୍ମେସର୍ ସେ ବାକିଅ ଦେଇ ସବୁ ବିସଇ ତିଆର୍ କଲାଆଚେ । ଏ ଦୁନିଆଇ ତିଆର୍ ଅଇଲା ଗଟେକ୍ ବିସଇ ମିସା ତାର୍ଟାନେଅନି ତିଆର୍ ନ ଅଇଲାଟା ନ ରଇଲା ।
ବାକିଅ ଏ ଦୁନିଆଇ ରଇଲା । ତାର୍ଟାନେଅନି ପର୍ମେସର୍ ଏ ଦୁନିଆ ତିଆର୍ କରିରଇଲେ ମିସା ଏ ଦୁନିଆର୍ ଲକ୍ମନ୍ ତାକେ ଚିନତ୍ ନାଇ ।
କାଇଟା ତିଆର୍ ନ ଅଇବା ଆଗ୍ତୁ ଏ ବାକିଅ ପର୍ମେସର୍ ସଙ୍ଗ୍ ରଇଲା ।
ସେମନ୍ ରଇଲେ ମିସା ଆମର୍ ଗଟେକ୍ ଆକା ବାବା ପର୍ମେସର୍, ଜନ୍ ବାବା କି ସବୁ ତିଆର୍ କଲାଆଚେ, ଆରି ଆମେ ତାର୍ ଲାଗି ବଁଚ୍ଲୁନି, ମାତର୍ ଗଟେକ୍ ବଲି ମାପ୍ରୁ ଜିସୁ କିରିସ୍ଟ, ତାର୍ ଲାଗି ସବୁ ବିସଇ ଅଇଆଚେ, ଆରି ତାର୍ ଲାଗି ଆମେ ବଁଚ୍ଲୁନି ।
ପର୍ମେସର୍ ତାର୍ ଲୁଚ୍ତେରଇବା ଜଜ୍ନା କେନ୍ତାର୍ ପୁରାପୁରୁନ୍ କର୍ସି, ସେଟା ସବୁ ଜାନାଇବାକେ ମିସା ମକେ ବାଚ୍ଲା ଆଚେ । ସବୁ ବିସଇ ତିଆର୍ କଲା ବେଲେଅନି, ଏବେ ଜାକ ସେ ତାର୍ ଟିକିନିକି ବିସଇ ଲୁଚାଇକରି ସଙ୍ଗଇରଇଲା, ।
ଆମର୍ ବିସ୍ବାସର୍ଲାଗି, ଏ ଜଗତ୍ ଆରି ତେଇ ରଇବା ସବୁଜାକ ପର୍ମେସରର୍ ଆଦେସ୍ ଇସାବେ ତିଆର୍ ଅଇଲାଆଚେ ବଲି ଆମେ ଜାନ୍ଲୁନି । ତେବେ ଜନ୍ଟା ଦେକି ଅଇଲାନି, ସେଟା ଦେକି ନ ରଇଲା ଟାନେଅନି ତିଆର୍ ଅଇଆଚେ ।
ଜେ କି ଜିସୁକେ ମସିଅ ବଲି ବିସ୍ବାସ୍ କର୍ସି, ସେ ପର୍ମେସରର୍ ପିଲା । ଆରି ଜେ କି ବାବାକେ ଆଲାଦ୍ କର୍ସି, ସେ ତାର୍ ପିଲାକେ ମିସା ଆଲାଦ୍ କର୍ସି ।
ଲାଉଦିକିଆ ମଣ୍ଡଲିକେ ଦେକାରକା କର୍ବା ଦୁତ୍କେ ଲେକା । ଏ କବର୍ ମୁଇ ପାଟାଇଲିନି । ମୁଇ ଅଇଲିନି, ଆମେନ୍ । ମୁଇ ଅଇଲିନି ସତ୍ ବିସ୍ବାସର୍ ସାକି । ମର୍ଟାନେ ଅନି ପର୍ମେସର୍ ସବୁ ବିସଇ ତିଆର୍କଲା ।
ଏ ଆମର୍ ମାପ୍ରୁ ଆରି ଆମର୍ ପର୍ମେସର୍ ! ସବୁ ମଇମା, ଡାକ୍ପୁଟା ଆରି ବପୁ ତୁଇ ଆକା ପାଇସୁ । ତୁଇ ସବୁଜାକ ତିଆର୍ କଲାସ୍ ଆରି ତମର୍ ମନ୍ କଲା ଇସାବେ ସେମନ୍ ତିଆରିଅଇ ବଁଚ୍ଲାଇନି ।