23 ଜିସାୟ ବବିସତ୍ବକ୍ତା ଜେନ୍ତି କଇରଇଲା, ଜଅନ୍ ସେମନ୍କେ ସେନ୍ତି କଇଲା । “ମୁଇ ମରୁବାଲି ବୁଏଁ ଆକ୍ମାରି ବୁଲ୍ବା ଗଟେକ୍ ସବଦ୍ ମାପ୍ରୁ ଜିବାକେ ଗଟେକ୍ ସଲକ୍ ବାଟ୍ ତିଆର୍ କରା !”
ଜିସାଇୟ ବବିସତ୍ବକ୍ତା ଜନ୍ ଲକର୍ ବିସଇନେଇ ଏ ବାକିଅ କଇରଇଲା, ଜଅନ ସେ, ସେ ଲକ୍ । ମରୁବାଲି ବୁଏଁ ଗଟେକ୍ ଲକ୍ ଆକ୍ମାରି କଇଲାନି, “ମାପ୍ରୁର୍ ବାଟ୍ ତିଆର୍ କରା, ସେ ଆଇବାକେ ଗଟେକ୍ ସଲକ୍ ବାଟ୍ କରା ।”
ତାର୍ ସର୍ ମରୁବାଲି ବୁଏଁ ଆଉଲିଅଇକରି ସୁନାଇଲାନି ମାପ୍ରୁର୍ ବାଟ୍ ତିଆର୍ କରା, ତାର୍ପାଇ ବାଟ୍ ସଲ୍କାଆ ।
ତାର୍ ପଚେ ସେମନ୍ ପାଚାର୍ଲାଇ, “ସେନ୍ତାର୍ଆଲେ ତମେ କେ ? ଆମ୍କେ ପାଟାଇଲା ଲକ୍ମନ୍କେ ଆମେ ଜାଇ, କାଇଟା ବଲି କଇବୁ, ସେଟାର୍ପାଇ ତମର୍ ନିଜର୍ ବିସଇ ଅଲପ୍ କଇଦିଆ ।”
ତାର୍ ପଚେ ପାରୁସିମନ୍ ପାଟାଇ ରଇଲା କବର୍ ନେଉମନ୍ ଜଅନ୍କେ ପାଚାର୍ଲାଇ ।
ମୁଇ କଇରଇଲି ପର୍ମେସର୍ ପାଟାଇଲା ମସିଅ ମୁଇ ନଇ ବଲି । ମୁଇ ଅବ୍କା ପାଟାଇରଇବା ଗଟେକ୍ ଦୁତ୍ ପାରା ଅଇ ଆସିଆଚି ।