22 ତାର୍ ପଚେ ସେମନ୍ ପାଚାର୍ଲାଇ, “ସେନ୍ତାର୍ଆଲେ ତମେ କେ ? ଆମ୍କେ ପାଟାଇଲା ଲକ୍ମନ୍କେ ଆମେ ଜାଇ, କାଇଟା ବଲି କଇବୁ, ସେଟାର୍ପାଇ ତମର୍ ନିଜର୍ ବିସଇ ଅଲପ୍ କଇଦିଆ ।”
ତେଇ ସେମନ୍ ପାଚାର୍ଲାଇ, “ସେନ୍ତି ବଇଲେ ତମେ କେ ତେବେ ? ବବିସତ୍ବକ୍ତା ଏଲିୟ କି ?” ଜଅନ୍ କଇଲା, “ନଇ, ମୁଇ ଏଲିଅ ନଇ ।” ଆରି ସେମନ୍ ପାଚାର୍ଲାଇ, “ତୁଇ ସେ ବବିସତ୍ବକ୍ତା କି ?” ଜଅନ୍ କଇଲା, “ମୁଇ ସେ ନଇ ।”
ଜିସାୟ ବବିସତ୍ବକ୍ତା ଜେନ୍ତି କଇରଇଲା, ଜଅନ୍ ସେମନ୍କେ ସେନ୍ତି କଇଲା । “ମୁଇ ମରୁବାଲି ବୁଏଁ ଆକ୍ମାରି ବୁଲ୍ବା ଗଟେକ୍ ସବଦ୍ ମାପ୍ରୁ ଜିବାକେ ଗଟେକ୍ ସଲକ୍ ବାଟ୍ ତିଆର୍ କରା !”