20 ସେ ସତ୍ ବିସଇ କଇବାକେ ନ ନିଚିକରି, ସବୁ ଲକ୍ ବୁଜ୍ଲା ପାରା କଇଲା, “ମୁଇ କିରିସ୍ଟ ନଇ ।”
ଜଅନ୍ ନିଜେ ସେ ଉଜଲ୍ ନ ରଇଲା, ମାତର୍ ଲକ୍ମନ୍କେ ସେ ଉଜଲ୍ ବିସଇର୍ ସାକି ଦେବାକେ ଆସିରଇଲା ।
ଆରି ଜଅନ୍ ତାର୍ ସେବା କାମ୍ ସାରାଇବା ଆଗ୍ତୁ ଲକ୍ମନ୍କେ ପାଚାର୍ଲା, “ମର୍ ବିସଇ ତମେ କାଇଟା ବାବ୍ଲାସ୍ନି ? ତମେ ଜାକେ ଜାଗି ଆଚାସ୍, ମୁଇ ସେ ନଇ । ମାତର୍ ସୁନା ! ସେ ଦାପ୍ରେ ଆଇଲାନି । ତାର୍ ଗତିଦାଙ୍ଗ୍ଡା ଅଇକରି ପାଣ୍ଡଇର୍ ପିତା ମିସା କୁସ୍ଲାଇବାକେ ମର୍ ଅଦିକାର୍ ନଇ ।”