ଜାକୁବ 5:7 - ସତିଅର୍ ବାଟ୍ ନୁଆ ନିୟମ୍ 20207 ଏ ମର୍ ବାଇବଇନିମନ୍, ମାପ୍ରୁ ଆରିତରେକ୍ ଆଇବାଜାକ ମୁର୍ଚିକରି ରୁଆ । ଚାସିମନର୍ ବିସଇ ଚିନ୍ତାକରିଦେକା, ତାକର୍ ଜମିଅନି ନିକ ପସଲ୍ ମିଲ୍ବା ଜାକ ସେମନ୍ ଜାଗିକରି ରଇବାଇ । ଜେନ୍ତିକି ମାଟିବିଜାଇବାକେ ପର୍ତୁମର୍ ବରିସା ଆରି ନିଙ୍ଗ୍ବାପାଚ୍ବା ବେଲର୍ ସାରାସାରି ବର୍ସାକେ ମୁର୍ଚିକରି ଜାଗି ରଇବାଇ । အခန်းကိုကြည့်ပါ။ |
ଏ ମର୍ ବାଇବଇନିମନ୍, ନିଜର୍ ନିଜର୍ ବିତ୍ରେ କୁଟ୍ କାତା କୁଆ ନାଇ । ଜଦି ବିସ୍ବାସି ବାଇମନର୍ ବିରୁଦେ କୁଟ୍ କାତା କଇ ତାକେ ଦସ୍ ଦେଇସା, ତମେ ପର୍ମେସରର୍ ନିୟମ୍ ବିରୁଦେ କାତା ଅଇଲାସ୍ନି । ଆରି ତାର୍ ନିୟମ୍କେ ବିଚାର୍ କଲାସ୍ନି । ପର୍ମେସରର୍ ନିୟମ୍ ବିଚାର୍ କଲେ, ତମେ ତାର୍ ଆଦେସ୍ ମାନାସ୍ ନାଇ । ମାତର୍ ବିଚାର୍କାରିଆ ଇସାବେ ରଇଲାସ୍ନି ।