6 ତମେ ଦସ୍ ନ କଲା ଲକ୍ମନ୍କେ ଦସି ବଲିକରି ମାରି ମରାଇଆଚାସ୍ । ଏଲେମିସା ସେମନ୍ ତମ୍କେ ଅଟ୍କାଅତ୍ ନାଇ ।
ମାତର୍ ଚାସିମନ୍ ସାଉକାରର୍ ପଅକେ ଦେକିକରି ତାକର୍ ତାକର୍ ବିତ୍ରେ କୁଆବଲା ଅଇଲାଇ, “ଏଦେ ଦେକା, ସାଉକାରର୍ ପିଲା ! ଆସା ଆକେ ମିସା ମାରିପାକାଉ । ଏନ୍ତାର୍ କଲେ ଆକା ସାଉକାରର୍ ଦନ୍ ଆମର୍ଟା ଅଇସି ।”
ମୁକିଅ ପୁଜାରିମନ୍ ଆରି ପାର୍ଚିନ୍ମନ୍ ବାର୍ବାକେ ମୁକ୍ଲାଇ ଦେଇକରି, ଜିସୁକେ ମରନ୍ ଡଣ୍ଡ୍ ଦେବାକେ ଲକ୍ମନ୍କେ ପିଲାତର୍ ଲଗେ ଜାଇ ଦାବି କର୍ବାକେ ଉସ୍କାଇଲାଇ ।
ମାତର୍ ମୁଇ ତମ୍କେ କଇଲିନି, ତମର୍ ବିରଦେ କେ ଅନିଆଇ କାମ୍ କଲେ, ତାକେ ସୁଜାଇବାକେ ଚେସ୍ଟା କରା ନାଇ, ଜେ ତମର୍ ଉଜା ଗାଲେ ଚାପଡ୍ ମାର୍ସି, ତାକେ ଆରି ଗଟେକ୍ ଚାପ୍ଡା ମାର୍ବାକେ ଡେବ୍ରି ଗାଲ୍ ମିସା ଦେକାଇ ଦିଆସ୍ ।
ସେ କଇଲା, “ଆମର୍ ଆନିଦାଦିର୍ ମାପ୍ରୁ ସେ ମନ୍କର୍ବାଟା ଜାନ୍ବାକେ, ତାର୍ ଦରମର୍ ଦାଙ୍ଗ୍ଡାକେ ଦେକ୍ବାକେ ଆରି ତାର୍ କାତା ସୁନ୍ବାକେ, ତକେ ବାଚ୍ଲା ଆଚେ ।
ତମର୍ ଆନିଦାଦିମନ୍ ବବିସତ୍ବକ୍ତାମନ୍କେ ନ ସାଦିକରି ଚାଡିରଇଲାଇ କି ? ମସିଅ ଆଇସି ବଲି କେତେ କେତେ ବରସ୍ ଆଗ୍ତୁ ଜାନାଇବା ପର୍ମେସରର୍ କାତାଜାନାଉମନ୍କେ ମରାଇଲାଇ । ଏବେ ତମେ ତାକେ ବିସ୍ବାସେ ବିସ୍ ଦେଲାପାରା କରି ମରାଇଆଚାସ୍ ।
ଦରମ୍ ସାସ୍ତରର୍ ଏ ପଦ୍ ପଡ୍ତେ ରଇଲା, “ମରାଇବାକେ ନେବା ମେଣ୍ଡାପାରା, ଲକ୍ମନ୍ ତାକେ ଡାକିନେଲାଇ, ଗଟେକ୍ ମେଣ୍ଡାର୍ ବାଲ୍ କାଟ୍ବା ବେଲେ ଜେନ୍ତି ସେ ଚିମ୍ରାଇଅଇରଇସି, ସେନ୍ତାରି ସେ ପଦେକ୍ ମିସା କାତା କଏ ନାଇ ।
ମର୍ ଜେତ୍କି ଦରମ୍ ଲକ୍ ଆଚତ୍, ସେମନ୍ ବିସ୍ବାସ୍ କରି ବଁଚ୍ବାଇ ମାତର୍ ଜେ ଜଦି ପଚ୍କେ ବାଅଡ୍ଲେ ମୁଇ ତାର୍ଟାନେ ସାର୍ଦା ନ ଅଇ ।
ମାତର୍ ତମେ ଅର୍କିତ୍ ଲକ୍ମନ୍କେ ସନ୍ମାନ୍ ଦିଆସ୍ ନାଇ । ସାଉକାର୍ ଲକ୍ମନ୍ସେ ତମ୍କେ କସ୍ଟ ଦେଲାଇନି । ସେମନ୍ସେ ତମ୍କେ ବିଚାର୍ନା ଜାଗାଇ ଜିକି ନେଲାଇନି ।
କାଇକେବଇଲେ ତମେ ଜନ୍ଟା ମିଲାଇବାକେ ମନ୍ କଲାସ୍ନି, ସେଟା ମିଲାଇ ନାପାର୍ଲେ, ମରାଇବାକେ ମନ୍କଲାସ୍ନି । ଜନ୍ଟା ମିଲାଇବାକେ ବେସି ମନ୍ ଅଇଲାନି, ସେଟା ମିଲାଇବାକେ ତମ୍କେ ବପୁନାଇ । ସେଟାର୍ପାଇ ତମର୍ତମର୍ ବିତ୍ରେ ଲାଗାଜଡା ଅଇ ମାରାମାରି ଅଇଲାସ୍ନି । ତମେ ପର୍ମେସର୍କେ ମାଙ୍ଗାସ୍ ନାଇଜେ ମନ୍କଲାଟା ମିଲାଇ ନା ପାର୍ଲାସ୍ନି ।
ଦରମ୍ ସାସ୍ତରେ ଲେକାଅଇଲାପାରା, “ଜଦି ଦରମ୍ ଲକ୍ ମୁକ୍ତି ପାଇବାଟା ଆବଡ୍ ପର୍ମେସରର୍ ବିସଇ କାଇ ଚିନ୍ତା ନ କର୍ବା ପାପିମନର୍ ବିସଇ କେନ୍ତାର୍ ରଇସି ?”