3 ତମେ ମାଙ୍ଗ୍ତେରଇସା, ମାତର୍ ସେ ତମ୍କେ ଦେଏ ନାଇ । କାଇକେବଇଲେ ସେଟା କାରାପ୍ କର୍ବାକେ ମାଙ୍ଗ୍ଲାସ୍ନି । ସୁକେ ରଇକରି ସାଇସାର୍ଦା ସଙ୍ଗ୍ ରଇବୁ ବଲି ମାଙ୍ଗ୍ଲାସ୍ନି ।
ଜିସୁ ଜେବଦିର୍ ପିଲାମନ୍କେ କଇଲା, “ତମେ କାଇଟା ମାଗ୍ଲାସ୍ନି ସେଟା ବୁଜି ନାପାର୍ଲାସ୍ନି । ମୁଇ ଜନ୍ ଦୁକ୍ପୁରୁନ୍ ମୁତାର୍ ପାନି କାଇବାର୍ ଗାଲିନି, ତମେ କାଇ ପାରାସ୍ କି ?” ସେମନ୍ “ଉଁ” ବଲି କଇଲାଇ ।
ଜିସୁ ସେମନ୍କେ କଇଲା, “ତମେ କାଇ ବିସଇ ମାଙ୍ଗ୍ଲାସ୍ନି ସେ ବିସଇ ନାଜାନାସ୍ । ମକେ ଜନ୍ ମୁତାଇ ଦୁକ୍କସ୍ଟ ପାଇବାକେ ଆଚେ, ସେ ମୁତାର୍ ଦୁକ୍କସ୍ଟ ପାଇପାରାସ୍ କି ? ଆରି ମୁଇ ଜନ୍ ଡୁବନ୍ ନେବାର୍ ଆଚେ, ସେ ଡୁବନ୍ ନେଇ ପାରାସ୍ କି ?”
କାଇକେବଇଲେ, ଜେ ମାଙ୍ଗ୍ସି, ସେ ପାଇସି । ଜେ କଜ୍ସି, ସେ ମିଲାଇସି । ଜେ କାପାଟେ ବାଜାଇସି, ତାର୍ପାଇ କାପାଟ୍ ଉଗାଡି ଦିଆଅଇସି ।
ଅଲପ୍ ଦିନ୍ ଗାଲା ପଚେ ସାନ୍ ପିଲା ତାର୍ ବାଗର୍ ସବୁ ଦନ୍ ବିକିଦେଇ ମିଲ୍ଲା ଡାବୁ ଟୁଲିଆଇ ଗଟେକ୍ ଦୁର୍ ଦେସେ ଉଟିଗାଲା । ଆରି ତାର୍ ସବୁ ଡାବୁ ନିଜେ ମନ୍କଲା ଇସାବେ କର୍ଚ କଲା ।
ମାତର୍ ତର୍ ଏ ସାନ୍ ପଅ ସବୁ ଦନ୍ ଦାରିଜାଇ ବେସିଆମନ୍କେ ଦେଇ ସାରାଇଦେଲା ଆରି ସେ ଗରେ ବାଉଡି ଆଇଲାକେ ତୁଇ ତାର୍ ପାଇ ଗଟେକ୍ ଗାଗଡ୍ଟା ପସୁକେ ମାର୍ଲୁସ୍ !”
ତମର୍ ବିତ୍ରେ ମାରାମାରି ଆରି ଲାଗାଜଡା କାଇକେ ଆଇଲାନି ? ତମର୍ ମନ୍ବିତ୍ରେ ଡସିରଇବା କାରାପ୍ ମନ୍କଲାଟା ଉଟିକରି ତମର୍ ବିତ୍ରେ ଜୁଜ୍ଲାନି, ଏଟାର୍ ଲାଗି ଏନ୍ତାରି ଅଇଲାନି । ସେଟାର୍ପାଇ ଗଟେକ୍ ଲକ୍ ଆରିଗଟେକ୍ ଲକର୍ ସଙ୍ଗ୍ ଲାଗ୍ଲାସ୍ନି ।
ଆମେ ତାକେ ଜେତ୍କି ମାଙ୍ଗ୍ଲୁନି, ସେଟା ସବୁ ପର୍ମେସର୍ ଆମ୍କେ ଦେଇସି । କାଇକେବଇଲେ ସେ ତିଆର୍ଲାଟା ସବୁ ଆମେ କଲୁନି ।
ପର୍ମେସର୍କେ ପାର୍ତନା କର୍ବାବେଲେ ଆମେ ଡରିକରି ରଉନାଇ । କାଇକେବଇଲେ ତାର୍ ମନ୍ କଲା ଇସାବେ ଆମେ କାଇଟା ମାଙ୍ଗ୍ଲେ ମିସା ସେ ଆମ୍କେ ଦେଇସି ।