13 ତେବେ ମର୍ କାତା ସୁନା । ତମର୍ ବିତ୍ରେ ଜନ୍ ଲକ୍ମନ୍ ଏନ୍ତାରି କାତା ଅଇତେରଇସା, ଆଜି ନଇଲେ କାଲିକେ ଆମେ ଏ ନଅରେ କି ସେ ନଅରେ ଜିବୁ, ତେଇ ବର୍ସେକ୍ ରଇବୁ ଆରି ବେବାର୍ କରି ଡାବୁ ଅରଜ୍ବୁ ।
ସେନ୍ତାରିସେ ଜନ୍ ଲକ୍ମନ୍ କାନ୍ଦାବୁବା ଅଇରଇଲାସ୍ନି, ସେମନ୍ କାନ୍ଦାବୁବା ନ ଅଇ ରଇଲା ଲକର୍ ପାରା ରୁଆ । ଆରି ଜନ୍ ଲକ୍ମନ୍ ସାର୍ଦା ଅଇରଇଲାଇନି, ସେମନ୍ ସାର୍ଦା ନ ଅଇଲା ଲକର୍ ପାରା ଅଇ ରଅତ୍ । ଜନ୍ ଲକ୍ମନ୍ ଗେନ୍ବାଇ, ସେଟା ନିଜର୍ଟା ନଏଁ ବଇଲାପାରା ରଅତ୍ ।
ଏ ସାଉକାର୍ ଲକ୍ମନ୍, ମର୍କାତା ସୁନା । ତମ୍କେ ଜନ୍ ଦୁକ୍କସ୍ଟ ଆଇଲାନି, ସେଟାର୍ ପାଇ ମାରିଚପିଅଇ କାନ୍ଦା ।