7 କାଇକେବଇଲେ ସବୁ ରକାମର୍ ଡଙ୍ଗରର୍ ଜଁତ୍, ଉଡିବୁଲ୍ବାଟାମନ୍, ରାଙ୍ଗିବୁଲ୍ବାଟାମନ୍ ଆରି ପାନିତେଇ ରଇବାଟାମନ୍, ପୁର୍ବେଅନି ଲକ୍ମନ୍ ସେଟାମନ୍କେ ମାନାଇକରି ଆଚତ୍ ।
ତାକେ କେତେକ୍ ତର୍ ଗଡେ କଡୁ ଆରି ଆତେ ସିକିଲି ସଙ୍ଗ୍ ବାନ୍ଦ୍ଲେ ମିସା, ସେ ସିକିଲି ସବୁ ଚିଡାଇ ଦେଇ, କଡୁ ସବୁ ବାଙ୍ଗାଇ ପାକାଇତେ ରଇଲା । ତାକେ ବାନ୍ଦି ସଙ୍ଗଇବାକେ କାର୍ ମିସା ବପୁ ନ ରଇଲା ।
ତେଇ ଜଗତେ ରଇବା ରକାମ୍ ରକାମର୍ ଗଡ୍ ସଙ୍ଗ୍ ଇଣ୍ଡ୍ବା ପସୁ, ରାଙ୍ଗ୍ବା ଜନ୍ତ୍ ଆରି ଉଡ୍ବା ଚଡଇମନ୍ !
ସେନ୍ତାରି ଜିବ୍ ମିସା ଜଇପାରା, ଜିବ୍ ବିତ୍ରେ ମିଚ୍ଟାମନ୍ ବର୍ତିଅଇ ଆଚେ । ସେଟା ଆମର୍ ଗାଗଡ୍ ବିତ୍ରେ ବାସାଅଇ ଆଚେ । ଆମର୍ ଗୁଲାଇ ଗାଗଡ୍କେ କାରାପ୍ ଡାବିଦେଇସି । ଆମର୍ ଜିବନ୍ ଜଇଟାନେ ପଡାଇଲାପାରା ପଡାଇ ଦେଇସି । ଆରି ସେ ଜଇ ନର୍କେଅନି ଆଇସି ।
ମାତର୍ ଏବେଜାକ ଜିବ୍କେ କେ ମିସା ମାନାଅତ୍ ନାଇ । ତେଇ କାରାପ୍ ବିସଇ ପୁରୁନ୍ ଅଇଆଚେ । ସେ ତାର୍ ନିଜର୍ ମନ୍ କର୍ବା ଇସାବେ ଜାଇସି । ଆରି ମରନ୍ ଡାକିଆନ୍ବା ବିସ୍ ବର୍ତି ଅଇଆଚେ ।