3 ଗଟେକ୍ ଗଡାର୍ ବିସଇ ବାବିଦେକୁ । ଜଦି ଗଡା ଆମର୍ କାତା ମାନ୍ବାର୍ ଆଚେ ବଇଲେ, ତାର୍ ଟଣ୍ଡେ ଲାଗନ୍ ଚାବାଇଲୁନି । ଜେନ୍ତାରିକି ଗଡାର୍ ଗୁଲାଇ ଗାଗଡ୍ ମିସା ବୁଲାଇକରି, ଆମେ ଜନ୍ବାଟେ ମନ୍ କର୍ବୁ, ସେବାଟେ ନେଲୁନି ।
କେ ଜଦି ମୁଇ ନିଜେ ଗଟେକ୍ ଦରମ୍ ଲକ୍ ବଲି ବାବ୍ଲାନି, ସେ ଜଦି ତାର୍ ନିଜର୍ ଜିବ୍ ଜାଗର୍ତା କରେ ନାଇ, ସେ ନିଜେ ଆକା ନାଡାଇ ଅଇଲାନି । ତାର୍ ରିତିନିତି କର୍ବାଟା ଚୁଚାଆଇସେ ।
ସେନ୍ତାରିସେ ଗଟେକ୍ ବଡ୍ ପାନିଜାଜର୍ ବିସଇ ଚିନ୍ତା କରିଦେକା । ସେଟା ବେସି ବଡ୍ ରଇଲେ ମିସା ଜବର୍ ପବନ୍ ଆଇତେରଇଲେସେ ସେଟା ଚାଲାଇଅଇସି । ମାତର୍ ଗଟେକ୍ ଜାଜ୍ଚାଲାଉ ସାନ୍ଟା ବୁଲାଇବା ଚକା ମାରିକରି ସେ ଜନ୍ତି ମନ୍ କର୍ସି, ଜାଜ୍ ସେ ବାଟେ ଚାଲାଇ ନେଇସି ।