ଜାକୁବ 3:13 - ସତିଅର୍ ବାଟ୍ ନୁଆ ନିୟମ୍ 202013 ତମର୍ ବିତ୍ରେ ଗିଆନି ଆରି ବୁଲ୍ଟିକ୍ ବଲି କଇବା ଲକ୍ ଆଚତ୍ କି ? ତାର୍ ନିକକରି ଜିଇବାକାଇବାଟାନେଅନି ସେଟା ଦେକାଅ । ତାର୍ ଜିବନେ, ଗଟେକ୍ ଗିଆନ୍ ରଇବା ଲକର୍ ଇସାବେ, ସବୁବିସଇ ସୁଆଲେ କଲାଆଚେ ବଲି ଦେକାଅ । အခန်းကိုကြည့်ပါ။ |
ସବୁର୍ଟାନେଅନି ମୁକିଅ ବିସଇ ଅଇଲାନି ଏଟା । କିରିସ୍ଟର୍ ସୁବ୍ କବର୍ ବିସ୍ବାସ୍ କର୍ବା ଲକ୍ମନ୍ କେନ୍ତାରି ଚଲାଚଲ୍ତି କର୍ବାର୍ଆଚେ, ତମେ ସେନ୍ତାରି କରା । ମୁଇ ତମ୍କେ ଦେକ୍ବାର୍ ଆଇଲେମିସା, କି ତମର୍ଟାନେଅନି ଦୁରିକେ ରଇ ଅବ୍କା ସୁନିପାର୍ଲେ ମିସା ଏନ୍ତାରି ଜିଇତେରୁଆ । ଏଟାର୍ଲାଗି ତମେ ସବୁ ଗଟେକ୍ ମନ୍ ଅଇ ମିସିଆଚାସ୍ ବଲି ମୁଇ ଜାନିପାର୍ବି । ଜନ୍ ଲକ୍ମନ୍ ସୁବ୍ କବରର୍ ବିରୁଦେ ଦଦାପେଲା କଲାଇନି, ତାକର୍ ମୁଆଟେ କିରିସ୍ଟର୍ ସୁବ୍କବର୍ ଦେକାରକା କର୍ବାକେ ତମେ ସବୁ ଗଟେକ୍ ଅଇ ଟିଆଅଇଲାସ୍ନି ବଲି ମୁଇ ଜାନ୍ବି ।