11 ଗଟେକ୍ ଚୁଆବିଲେଅନି, ଗଲାପାନି ଆରି ନିର୍ମଲ୍ପାନି ବାରଇସି କି ? ନାଇ, ନ ବାରଏ ।
ଗଟେକ୍ ଟଣ୍ଡେଅନିସେ ଦନିଅବାଦ୍ ଦେବାଟା ଆରି ସାଇପ୍ ଦେବାଟା ବାରଇସି । ମର୍ ବାଇବଇନିମନ୍, ଏନ୍ତାରି ଅଇବାଟା ଟିକ୍ ନଏଁ ।
ଏ ମର୍ ବାଇବଇନିମନ୍, ଡୁମ୍ରିଗଚେ ଜିତ୍ପଲ୍ ନ ପଲେ କି କାଇ ଅଙ୍ଗୁର୍ ମାଲେ ଡୁମ୍ରି ନ ପଲେ । ସେନ୍ତାରିସେ ଗଟେକ୍ ଗଲାପାନି ବାରଇବା ଚୁଆଇ ଅନି ନିର୍ମଲ୍ ପାନି ନ ବାରଏ ।