24 ଅବ୍କା ବିସ୍ବାସ୍ କଲେସେ ଗଟେକ୍ ଲକ୍ ଦରମ୍ ବଲି ନାମାଇଅଇ ନଏଁ, ମାତର୍ ତାର୍ କର୍ବା ନିକ କାମର୍ ଲାଗି ଅଇସି । ଏଟା ତମେ ଦେକ୍ଲାସ୍ନି ।
ଆମେ ସତଇସେ ବୁଜି ପାର୍ଲୁ ଜେ, ଗଟେକ୍ ଲକ୍ ଅବ୍କା ବିସ୍ବାସ୍ କରିସେ ଦରମ୍ ଲକ୍ ବଲାଇ ଅଇସି, ନିୟମ୍ ମାନିକରି ନାଇ ।
ଏଟାର୍ ଲାଗି ଦରମ୍ ସାସ୍ତରର୍ ଏ ବାକିଅ ପୁରାପୁରୁନ୍ ଅଇଲା । ଅବ୍ରାଆମ୍ ପର୍ମେସର୍କେ ବିସ୍ବାସ୍ କଲା । ତାର୍ ବିସ୍ବାସର୍ ଲାଗି ପର୍ମେସର୍ ଦେକ୍ବା ଇସାବେ ଦରମ୍ ଲକ୍ ବଲି ଏଜାଇଅଇଲା । ଆରି ଲକ୍ମନ୍ ତାକେ ପର୍ମେସରର୍ ମଇତର୍ ବଲି ଡାକିରଇଲାଇ ।
ସେନ୍ତାରିସେ ବେସିଆ ମାଇଜି ରାଆବ୍କେ ମିସା ଅଇଲା । ସେ ଇସ୍ରାଏଲର୍ ଦେକାଦେକି କର୍ବା ଲକ୍ମନ୍କେ ଡାକିନେଲା ଆରି ବିନ୍ ବାଟେ ବାରଇଜିବାକେ ସାଇଜ କଲା । ସେ ଏନ୍ତାରି କଲାକେ ପର୍ମେସର୍ ଦେକ୍ବା ଇସାବେ ଗଟେକ୍ ଦରମ୍ ଲକ୍ ବଲି ଜାନାଇଅଇଲା ।