ଜାକୁବ 2:20 - ସତିଅର୍ ବାଟ୍ ନୁଆ ନିୟମ୍ 202020 ମାତର୍ ଏ ନିଲ୍ଜାଇ ଲକ୍ମନ୍ ତମେ ବୁଜିନାପାରାସ୍, ଜଦି ଗଟେକ୍ ଲକ୍ ମୁଇ ବିସ୍ବାସ୍ କଲିନି, ବଲି କଇସି ଆରି ନିକ କାମ୍ ନ କରେ, ସେନ୍ତାର୍ଆଲେ ତାର୍ ବିସ୍ବାସ୍ କର୍ବାଟା ଚୁଚାଇସେ । အခန်းကိုကြည့်ပါ။ |
କେ ମିସା ନିଜର୍ ଚାଲାକିକରି ପର୍ମେସରର୍ ବିସଇ ତିଆର୍କରି ରଇବାଟା ସଙ୍ଗ୍ ତମ୍କେ ପାନ୍ଦେ ନ ଲାଗାଅତ୍, ସେଟାର୍ପାଇ ଜାଗ୍ରତ୍ ଅଇରୁଆ । ସେମନ୍ ସିକାଇବାଟା କାଇ ଲଡାକେ ନ ଆସେ ଆରି ସେଟା ସତ୍ ବିସଇ ନଏଁ । ସେଟା ବିନ୍ ଲକର୍ଟାନେଅନି ସୁନି ସୁନି ଆଇବାଟା ଆରି ସେଟା ଏ ଜଗତ୍ ବିତ୍ରେ ରଇବା ନିୟମ୍ । ମାତର୍ କିରିସ୍ଟର୍ ବିସଇଟାନେ ରଇବା, ସତ୍ ସିକିଆ ନଏଁ ।