16 ତମର୍ ବିତ୍ରେ କେଆଲେ ଗଟେକ୍ ଲକ୍ ତାର୍ ଲଗେ ଜାଇ, ତକେ ପେଟ୍କେ କାଦି ଆରି ଗାଗଡ୍କେ ଲୁଗା ମିଲ ବଲି କଇସା । ତମେ ତାକେ ଲଡାକେ ଲାଗ୍ବାଟା ନ ଦେଇ ଏନ୍ତାରି କଇଲେ କାଇ ଲାବ୍ ?
ଜିସୁ ସିସ୍ମନ୍କେ ଡାକି କଇଲା, “ଏ ଲକ୍ମନ୍କେ ଦେକି ମକେ ଦୁକ୍ ଲାଗ୍ଲାନି, କାଇକେ ବଇଲେ ସେମନ୍ ମର୍ ସଙ୍ଗ୍ ତିନ୍ ଦିନ୍ ଅଇଲାନି ଆଚତ୍ ଆରି ସେମନର୍ ଲଗେ କାଇଟା ମିସା ନାଇ । ସେମନ୍ ନ କାଇ ଇତିଅନି ଉଟିଜାଅତ୍, ଏଟା ମୁଇ ମନ୍ କରି ନାଇ; କାଇକେ ବଇଲେ ବାଉଡିଗାଲାବେଲେ ବାଟେ ସେମନ୍ ତାକି ଜାଇ ଅଦର୍ ପଡ୍ ଅଇଜିବାଇ ।”
ମୁଇ ବୁକେ ରଇଲି, ତମେ ମକେ କୁଆଇଲାସ୍ । ମକେ ସସ୍ କଲା, ତମେ ମକେ କାଇବାକେ ଦେଲାସ୍ । ମୁଇ ଚିନାର୍ ଜାନାର୍ ନ ରଇଲି, ମକେ ତମର୍ ଗରେ ଗତିଆ କରି ଡାକ୍ଲାସ୍ ।
ମୁଇ ଡୁମ୍ଣ୍ଡା ରଇଲି, ମକେ ବସ୍ତର୍ ପିନ୍ଦାଇଲାସ୍ । ମୁଇ ଜର୍ଦାରାଇ ଅଇରଇଲି, ମକେ ଜତନ୍ କଲାସ୍ । ମୁଇ ବନ୍ଦି ଗରେ ରଇଲି ମକେ ଦେକ୍ବାର୍ ଆସିରଇଲାସ୍ ।”
ଜିସୁ ତାକେ କଇଲା, “ନୁନି, ମର୍ଟାନେ ବିସ୍ବାସ୍ କଲାକେ ତୁଇ ନିମାନ୍ ଅଇ ଆଚୁସ୍, ସାନ୍ତିଅଇ ଜା ଆରି ତର୍ ରଗେଅନି ନିମାନ୍ ଅଇ ର ।”
ବିନ୍ ଲକ୍ମନ୍କେ ଆଲାଦ୍ କର୍ବାର୍ ଆଲେ କାଇ କପଟ୍ ରଇବାର୍ ନାଇ । କାରାପ୍ ଚଲାଚଲ୍ତି ଗିନ୍ କରି, ସତ୍ ଚଲାଚଲ୍ତି ଚାଡ୍ବାର୍ ନାଇ ।
ଏଟା ତମ୍କେ ମୁଇ ତିଆର୍ଲା ପାରା କଇନାଇ, ମାତର୍ ବିନ୍ ବିସ୍ବାସିମନ୍ ତାର୍ ବାଇମନ୍କେ କେନ୍ତି ଅଦିକ୍ ମନ୍ କରି ସାଇଜ କଲାଇନି, ସେଟା ଜାନିରଇବାକେ କଇଲିନି । ସେମନ୍ କଲାପାରା ତମେ କରିପାରାସ୍ ଆରି ସେଟା ଦେକି ତମର୍ ଆଲାଦ୍ ସତ୍ କି ମିଚ୍ ବଲି ମୁଇ ଜାନିପାର୍ବି ।