11 କାଇକେବଇଲେ ପର୍ମେସର୍ କଇଲାଆଚେ “ତମେ ବେସିଆ କାମ୍ କର୍ବାର୍ନାଇ, ଆରି ନର୍ ମାର୍ବାର୍ ନାଇ” ବଲିକରି । ତେବେ ତମେ ଜଦି ବେସିଆ କାମ୍ ନ କରି, ଲକ୍ମନ୍କେ ମାର୍ସା, ତେବେ ତାର୍ ନିଅମ୍ ମାନାସ୍ ନାଇ ।
ସେ ପାଚାର୍ଲା, “କାଇ କାଇ ଆଦେସ୍ ?” ଜିସୁ କଇଲା, “ନର୍ ଲକ୍ମନ୍କେ ମରାଇବାର୍ ନାଇ, ବେସିଆ କାମ୍ କର୍ବାର୍ ନାଇ, ଚରାଇବାର୍ ନାଇ, କାର୍ ବିରୁଦେ ମିଚ୍ ସାକି ଦେବାର୍ ନାଇ ।
ଆରି ତୁଇ ନିଅମ୍ତା ଜାନିଆଚୁସ୍, ମାର୍ବାର୍ ନାଇ, ପାଦ୍ରାପାଦ୍ରି କାମ୍ କର୍ବାର୍ ନାଇ, ଚର୍ କାମ୍ କର୍ବାର୍ ନାଇ, ମିଚ୍ ସାକି ଦେବାର୍ ନାଇ, ଆୟା ବାବାକେ ସନ୍ମାନ୍ ଦିଆସ୍ ।” ବଲି କଇଲା ।
ମାତର୍ ମୁଇ ତମ୍କେ କଇଲିନି “ବେସିଆ କାମ୍ କରା ନାଇ, କାକେ ମରାଆ ନାଇ, ବିନ୍ ଲକର୍ ଦିନ୍ସୁ ଚରାଆ ନାଇ, ମିଚ୍ ସାକି କୁଆ ନାଇ, ଆରି ତମର ମାଆବାବାର୍ କାତା ମାନା । ପର୍ମେସର୍ ମସାକେ ଏନ୍ତି ନିୟମ୍ ଦେଲାଆଚେ ଜାନି ଆଚୁସ୍ ।”
ନିୟମ୍ତେଇ ଲେକାଅଇଲା ଆଚେ, “ବେସିଆ କାମ୍ କର୍ବାର୍ ନାଇ, ନର୍ ମାର୍ବାର୍ ନାଇ, ଚରାଇବାର୍ ନାଇ, ବିନ୍ ଲକର୍ ଦିନ୍ସୁ ଲବାଇବାର୍ ନାଇ ।” ନିଜ୍କେ ଆଲାଦ୍ କଲାପାରା ବିନ୍ ଲକ୍ମନ୍କେ ଆଲାଦ୍ କରା । ଏ ଗଟେକ୍ ଆଦେସ୍ ଜଦି ତମେ ମାନ୍ସା, ନିୟମେ ରଇବା ସବୁ ଆଦେସ୍ ମାନ୍ଲାପାରା ଅଇସି ।