10 କାଇକେବଇଲେ ଜେ ମିସା ସବୁ ନିଅମ ମାନିକରି ଗଟେକ୍ ନିୟମ୍ ଚାଡିଦେଲେ, କାଇ ନିୟମ୍ ନ ମାନ୍ଲା ଲକର୍ ପାରା ଦସିଅଇ ଡଣ୍ଡ୍ ପାଇସା ।
ଜନ୍ ଲକ୍ମନ୍ ରିତିନିତିର୍ ନିୟମ୍ ମାନ୍ଲୁନି ବଲି ବଡ୍ପନ୍ ଅଇବାଇ, ସେମନ୍ ସାଇପ୍ ପାଇବାଇ । କାଇକେ ବଇଲେ ଦରମ୍ସାସ୍ତରେ ଲେକାଆଚେ, “ମସାର୍ ନିୟମ୍ ବଇଟାନେ ଜାଇଟା ସବୁ ଲେକାଅଇଲା ଆଚେ, ଜଦି କେ ସେଟା ପୁରାପୁରୁନ୍ ନ ମାନେ, ସେ ପରମେସରର୍ ସାଇପ୍ ପାଇସି ।”
ଜନ୍ ଲକ୍ ସୁନତ୍ ଅଇବାକେ ଗାଲାନି, ମୁଇ ଆରିତରେକ୍ ତାକେ ଜାଗ୍ରତ୍ କରାଇଦେଲିନି ଜେ, ମସାର୍ ନିୟମ୍ ପୁରାପୁରୁନ୍ ମାନ୍ବାର୍ ଆଚେ ।
ଆମେ ସବୁ ତର୍କେତର୍ ବୁଲ୍ କଲୁନି । ମାତର୍ ଜେ ମିସା ତାର୍ କାତାବାର୍ତା କଇଲାବେଲେ ବୁଲ୍ ନ କରେ, ତେବେ ସେ ସିଦ୍ ଲକ୍ । ଆରି ସେ ତାର୍ ସବୁଜାକ ମିସା ଜାଗ୍ରତ୍କରି ସଙ୍ଗଇ ଆଚେ ।
ତେବର୍ପାଇ ଏ ମର୍ ବାଇବଇନିମନ୍, ନିକ ଚଲାଚଲ୍ତି କର୍ବାକେ ଚେସ୍ଟା କରା । ସେନ୍ତାର୍କଲେ ପର୍ମେସର୍ ତମ୍କେ ବାଚିକରି ତାର୍ ଲକ୍ ଅଇବାକେ ଡାକ୍ଲାଆଚେବଲି ସବୁଲକ୍କେ ଡିସ୍ସି । ଏ ସବୁ ବିସଇ କଲେ ତମେ କେବେ ମିସା ତାର୍ତେଇଅନି ବିନ୍ବାଟେ ନ ଜାଆସ୍ ।
ତମେ ଜେନ୍ତାରିକି ନ ଅଦର୍ତେ, ପର୍ମେସର୍ ତମ୍କେ ଦେକାରକା କର୍ସି । ସେ ଅଇଲାନି ମଇମା ପାଇବା ପର୍ମେସର୍ । କାଇ ଦସ୍ ନ ଦାରି ସାର୍ଦାସଙ୍ଗ୍ ତମ୍କେ ତାର୍ ମୁଆଟେ ଟିଆକରାଇବାକେ ତାର୍ ବପୁଆଚେ ।