9 ଗଟେକ୍ କାକୁର୍ତି ଅଇ ରଇବା ବିସ୍ବାସି ବାଇକେ ପର୍ମେସର୍ ସାଉକାର୍ କଲେ ସେ ସାର୍ଦା ଅ ।
ସେ ବଡ୍ ବଡ୍ ରାଜାମନ୍କେ ସେମନ୍ ରଇବାଟାନେଅନି ଉତ୍ରାଇ ଦେଲା ଆଚେ, ଆରି କାକୁର୍ତିଆମନ୍କେ ଉପ୍ରେ ଉଟାଇ ଆଚେ ।
ଏଲେମିସା ଆତ୍ମାମନ୍ ଆମର୍ କାତା ମାନ୍ଲାଇନି ବଲି ସାର୍ଦା ଉଆନାଇ । ତମର୍ ନାଉଁମନ୍ ସର୍ଗେ ଲେକାଅଇଆଚେ ବଲି ସାର୍ଦାଉଆ ।”
କେ ନିଜ୍କେ ବଡ୍ ଲକ୍ ବଲି ବାବ୍ଲାନି ତାକେ ପର୍ମେସର୍ ସାନ୍ କରାଇସି । ଆରି କେ ନିଜ୍କେ ସାନ୍ ଲକ୍ ବଲି ବାବ୍ସି ତାକେ ପର୍ମେସର ବଡ୍ କରାଇସି ।” ବଲି କଇଲା ।
“କେ ମିସା ମର୍ ନାଉଁଦାରି ଏ ପିଲାକେ ନାମ୍ସି, ସେ ମକେ ନାମ୍ସି । ଜେ ମକେ ନାମ୍ସି, ସେ ମର୍ ପାଟାଇରଇବା ବାବାକେ ନାମ୍ସି । ସେଟାର୍ପାଇ ତମର୍ ବିତ୍ରେ ଜେ ସବୁର୍ ଟାନେଅନି ସାନ୍, ସେ ପର୍ମେସର୍ ତେଇ ମୁକିଅ ।”
କାଇକେବଇଲେ ଆମେ ପରମେସରର୍ ପିଲାଟକି । ତାର୍ ଲକ୍ମନ୍କେ କାତା ଦେଇରଇବା ଆସିର୍ବାଦେ ଆମେ ମିସ୍ବୁ । ଆରି କିରିସ୍ଟର୍ ପାଇ ପରମେସର୍ ଜନ୍ଟା ଟୁଲାଇ ସଙ୍ଗଇଲା ଆଚେ, ତେଇ ମିସା ଆମର୍ ପାଇ ବାଟା ଆଚେ । ଜଦି ଆମେ ଜିସୁର୍ ଦୁକ୍ପାଇବାତେଇ ମିସ୍ଲୁ ଆଚୁ, ତେବେ ତାର୍ ଡାକ୍ପୁଟା ପାଇବାତେଇ ମିସା ମିସ୍ବୁ ।
ବେସି ଦୁକେ ରଇଲେ ମିସା ସାର୍ଦା ସଙ୍ଗ୍ ଆଚୁ । ଆମେ ଅର୍କିତ୍ ପାରା ଅଇରଇଲେ ମିସା, ବିନ୍ ଲକ୍ମନ୍କେ ସାଉକାର୍ କରାଇଆଚୁ । ଆମେ କାଇଟା ନ ରଇବା ଲକର୍ ପାରା ଆଚୁ, ମାତର୍ ସବୁଜାକ ଆମର୍ଟା ।
ମର୍ ସାରାସାରି ଜାଗାଇ କେଟ୍ବା ଜାକ ଆଗ୍ତୁ ଆଗ୍ତୁ ଗାଲିନି । ଜେନ୍ତିକି ମୁଇ ସର୍ଗେ ପୁରୁସ୍କାର୍ ପାଇବି । ଜିସୁକିରିସ୍ଟ ମର୍ପାଇ ଜେତ୍କି ବିସଇ କଲାଆଚେ, ସେଟାର୍ପାଇ ସେ ପୁରୁସ୍କାର୍ ମୁଇ ସର୍ଗେ ପାଇବି ।
କାଇକେ ବଇଲେ ଆମେସେ ସତଇସେ ପର୍ମେସରର୍ ଲକ୍ । ଆମେସେ ସୁକଲ୍ଆତ୍ମାର୍ ସାଇଜ ସଙ୍ଗ୍ ପର୍ମେସର୍କେ ଜୁଆର୍ କଲୁନି । ଆମେ ଜିସୁ କିରିସ୍ଟକେ ଡାକ୍ପୁଟା କଲୁନି । ଆମର୍ ନିଜର୍ ରିତିନିତି ସେ ମୁକିଅ ବଲି ଚଲୁନାଇ ।
ମାତର୍ ତମେ, ବାଚି ଅଇରଇବା ପର୍ମେସରର୍ କୁଟୁମ୍ । ଆରି ଆମର୍ ରାଜାର୍ ପୁଜାରି ଦଲ୍ । ପର୍ମେସରର୍ ଚକିତ୍ ଅଇଜିବା କାମ୍ ଜାନାଇବାକେ ସେ ବାଚିରଇବା ତାର୍ ନିଜର୍ ଲକ୍ ଅଇଆଚାସ୍ । ଆନ୍ଦାର୍ ବିତ୍ରେ ଅନି ତାର୍ କାବା ଅଇଜିବା ଉଜଲେ ଜିବାକେ ସେ ତମ୍କେ ଡାକି ଆଚେ ।
ତମର୍ ଦୁକ୍କସ୍ଟ ମୁଇ ଜାନି । ତମେ ଅର୍କିତ୍ ବଲି ମୁଇ ଜାନି । ମାତର୍ ସତଇସେ ତମେ ସାଉକାର୍ ଲକ୍ । ଜିଉଦିମନ୍ ତମର୍ କାରାପ୍ ବିସଇ କଇଲାଇନି ବଲି ମୁଇ ଜାନି । ମାତର୍ ସେମନ୍ ଆମେ ଜିଉଦି ବଲି କଇଲେମିସା ସତ୍ସେ ସେମନ୍ ପର୍ମେସରର୍ ଲକ୍ ନଅତ୍ । ମାତର୍ ସଇତାନ୍ ଦଲର୍ ଲକ୍ ।