ଜାକୁବ 1:25 - ସତିଅର୍ ବାଟ୍ ନୁଆ ନିୟମ୍ 202025 ମାତର୍ ମୁନୁସର୍ ମୁକ୍ତି ପାଇ ଗଟେକ୍ ପୁରାପୁରୁନ୍ ନିୟମ୍ ଆଚେ । ଜେ ସେ କାତା ସୁନିକରି ନ ପାସ୍ରେ, ଆରି ତାର୍ଲାଗି ସବୁ ମନ୍ପରାନ୍ ଦେଇକରି ନିଜର୍ ଜିବନ୍ତେଇ ମାନିକରି ରଇସି ବଇଲେ ପର୍ମେସର୍ ତାର୍ କରିରଇବା ସବୁ କାମ୍ ମଙ୍ଗଲ୍ କର୍ସି । အခန်းကိုကြည့်ပါ။ |
ଏଲେମିସା କେତେକ୍ ଲକ୍ ତାକେ ସୁନତ୍ କର୍ବାକେ ମନ୍ କର୍ତେ ରଇଲାଇ । ସେମନ୍ ବିସ୍ବାସି ବାଇ ବଲି ନାଡାଇକରି କୁଟିଆଲ୍ ଇସାବେ ଦଲେ ମିସିରଇଲାଇ । କିରିସ୍ଟ ଜିସୁର୍ ସଙ୍ଗ୍ ମିସିରଇଲାର୍ ଲାଗି ଆମେ ଜନ୍ ମୁକ୍ଲିରଇବା ଦିନ୍ ପାଇଲୁଆଚୁ, ସେ ବିସଇ କଜି ମିଲାଇବାକେ ସେମନ୍ ମନ୍ କର୍ତେ ରଇଲା । ଆମ୍କେ ଆରିତରେକ୍ ମସାର୍ ନିୟମର୍ ଦାଙ୍ଗ୍ଡା କର୍ବାକେ ମିସା ମନ୍ କର୍ତେରଇଲାଇ ।
ତାର୍ପଚେ ସର୍ଗେଅନି ମୁଇ ଏନ୍ତାରି ସୁନ୍ଲି । “ଏଟା ଲେକି ସଙ୍ଗଇର । ଏବେଅନି ମାପ୍ରୁଟାନେ ମିସ୍ଲାପଚେ ମରିଜିବାଇ ସେ ଲକ୍ମନ୍ କେଡେକ୍ କରମର୍ ଲକ୍ । ଉଁ ବଲି ଆତ୍ମା କଇଲାନି । ଏଟା ସତଇସେ ଗଟ୍ସି, ତାକର୍ ଆବଡ୍ କାମେଅନି ଚନେକ୍ ପୁଣ୍ଡ୍ବାକେ ସେଟା ତାକର୍ ବେଲା ରଇସି । କାଇକେବଇଲେ ସେମନ୍ କରିରଇବା ନିକ କାମର୍ ଲାଗି ସେମନ୍ ପୁରୁସ୍କାର୍ ପାଇବାଇ ।”