20 କାଇକେବଇଲେ ମୁନୁସର୍ ରିସାର୍ ଲାଗି ପର୍ମେସର୍ ସୁକଲ୍ସଙ୍ଗ୍ ଜଜ୍ନା କଲାଟା ନସିଜାଇସି ।
ମାତର୍ ମୁଇ କଇଲିନି, ଜେ ମିସା ବାଇକେ ରିସା ଅଇସି, ତାକେ ସବାଟାନେ ବିଚାର୍ନା କରାଅଇସି । ଜେ ବାଇକେ ଏ ବେକାର୍ଟାସେ ବଲି କଇସି, ତାକେ ବଡ୍ ସବାଟାନେ ବିଚାର୍ନା କର୍ବାକେ ଆନ୍ବାଇ, । ଆରି ଜେ ବାଇକେ ଏ ବକୁଆଟାସେ ବଲି କଇସି, ତାର୍ପାଇ ନରକର୍ ଜଇଟାନେ ପିଙ୍ଗାଇଅଇବା ବିପଦ୍ ଆଚେ ।
ଜେଡେବେଲେ ରିସା ଆଇଲେ, ସେଡେବେଲେ ପାପ୍କରା ନାଇ । ବେଲ୍ ନ ବୁଡ୍ତେ ତମର୍ ରିସା ଚାଡି ଦିଆସ୍ ।