14 ମାତର୍ ଗଟେକ୍ ଲକର୍ କରାପ୍ ଗୁନ୍ଚଲନ୍ ତାକେ ପରିକା କରାଇ ଅଇବାକେ ଡାକିନେଇସି ।
ମାତର୍ ଜନ୍ଟା ସବୁ ମୁନୁସର୍ ଟଣ୍ଡେଅନି ବାରଇସି, ସେଟା ତାର୍ ମନ୍ବିତ୍ରେଅନି ଜନମ୍ ଅଇସି ଆରି ସେଟାସେ ତାକେ ଅସୁଚି କର୍ସି ।
“ଏସବୁ କାମ୍ ଲକ୍କେ ଅସୁକଲ୍ କର୍ସି । ମାତର୍ ସେମନ୍ କଇଲା ଇସାବେ ଆତ୍ ନ ଦଇକରି କାଇଲେ, କେ ଅସୁକଲ୍ ନଅଅତ୍ ।”
ତାର୍ପଚେ ସୁକଲ୍ଆତ୍ମା ଜିସୁକେ ମରୁବାଲି ବୁଏଁ ଡାକିନେଲା । ତେଇ ସଇତାନ୍ ତାକେ ପରିକା କଲା ।
ମାତର୍ ମୁଇ ତମ୍କେ କଇଲିନି, ଜେ ମିସା ବିନ୍ ମାଇଜିକେ ବେସିଆକାମ୍ ଇସାବେ ଆଁକି ଦେକ୍ସି, ସେ ତାର୍ ସଙ୍ଗ୍ ମନେ ମନେ ବେସିଆ କାମର୍ ଅପ୍ରାଦ୍ କଲାଆଚେ ।
କାଇକେବଇଲେ ନିୟମର୍ ସୁବିଦା ନେଇ ମକେ ପାପ୍ ନାଡାଇଲା ଆରି ମରାଇଲା ।
ସେନ୍ତିଆଲେ ଜନ୍ଟା ନିକ, ସେଟା କାଇକେ ମର୍ ମରନ୍ ଆନ୍ବାଟା ଅଇରଇଲା ? ସେନ୍ତାରି କେବେ ନ ଅ । ମାତର୍ ପାପର୍ ମରନ୍ ଅଇଲା । ତାର୍ ନିୟମ୍, ଜେନ୍ତିକି ଆମର୍ ପାପ୍ କେତେକ୍ କାରାପ୍ ଆଚେବଲି ଡିସାଇବାକେ ପର୍ମେସରର୍ ଜଜ୍ନା ରଇଲା । ତେବର୍ପାଇ ତାର୍ ନିୟମର୍ଲାଗି ଏଟା ସାଦନ୍ କଲା ।
ଆଗ୍ତୁ ଜନ୍ ପୁର୍ନା ଚଲାଚଲ୍ତି କରି ତମେ ଜିଉନା କାଉନା କର୍ତେ ରଇଲାସ୍, ସେଟା ଚାଡ୍ବାକେ ତମ୍କେ ସିକାଇ ରଇଲାଇ । ତମର୍ ମନେ କାରାପ୍ ଚିନ୍ତା ଆଇବାଟା, ତମ୍କେ ନାଡାଇକରି ତମର୍ ଜିବନ୍ ନସାଇ ଦେଲାଇ ।
ତମର୍ ବିତ୍ରେ କେ ମିସା ପାପର୍ଲାଗି ନାଡାଇ ଅଇବାର୍ ନାଇ । ସେଟାର୍ଲାଗି ତମର୍ ମନ୍ ଆଁଟ୍ ଅଇଜାଇସି । ଆମର୍ ଜିଇବାକାଇବା ଦିନ୍ ସାର୍ବାଜାକ ଆମେ ଗଟେକ୍ ଲକ୍ ଆରି ଗଟେକ୍ ଲକ୍କେ ଏ ବିସଇ ଜାଗ୍ରତ୍ କରାଇବାର୍ ଆଚେ ।
କାକେ ମିସା ଦୁକ୍କସ୍ଟ ପାଇବା ପରିକା ଆଇଲେ, ଏ ପରିକା ପର୍ମେସର୍ ପାଟାଇଆଚେ ବଲିକରି କଇବାର୍ ନାଇ । କାଇକେବଇଲେ ପର୍ମେସର୍କେ କେ ମିସା ପରିକାକରି ନାପାରେ । ଆରି ସେ ନିଜେ କାକେ ପରିକା ନ କରେ ।
ତାର୍ପଚେ ତାର୍ କାରାପ୍ ଗୁନ୍ଚଲନେଅନି ପାପ୍ ବାରଇସି । ଆରି ପାପ୍ ଅଦିକ୍ ଅଦିକ୍ ବଡିଜାଇକରି ମରନ୍ ଆଇସି ।