ଏବ୍ରି 9:9 - ସତିଅର୍ ବାଟ୍ ନୁଆ ନିୟମ୍ 20209 ସେ ସବୁ ବିସଇ ଗଟେକ୍ ବାନା ପାରା । ଜନ୍ଟା ସବୁ ଏବର୍ ଦିନେ ସିଦ୍ ଅଇଲା ଆଚେ । କାଇକେବଇଲେ ଜନ୍ ପସୁମନ୍କେ ଉପାସନା ଇସାବେ ଲକ୍ମନ୍ ପର୍ମେସର୍କେ ସର୍ପି ଦେଇତେ ରଇଲାଇ, ସେଟା ସବୁ ଲକ୍ମନର୍ ବିବେକ୍ ଦଇ ନାପାର୍ଲା । အခန်းကိုကြည့်ပါ။ |
ଲେବିର୍ ନାତିତିତି ପୁଜାରି ଇସାବେ ବାଚ୍ଲାର୍ପାଇ ପର୍ମେସର୍ ତାର୍ ନିୟମ୍ ଜିଉଦିମନ୍କେ ଦେଇରଇଲା । ମାତର୍ ଲେବି ବଁସର୍ ପୁଜାରିମନ୍ ଜଦି ସିଦ୍ଲକ୍ ଅଇରଇତାଇ ଆଲେ, ଆରି ଗଟେକ୍ ପୁଜାରି ଆଇବାକେ ଦର୍କାର୍ ନ ରଇଲା । ସେନ୍ତାର୍ ଏ ପୁଜାରି ଆରଣ୍ ଜେ କି ଲେବିର୍ ନାତିତିତି ରଇଲା, ତାର୍ ପୁଜାରିପଦ୍ ନ ଦାରି ମଲ୍କିସେଦକର ପୁଜାରି ପଦ୍ ଦାରି ଆଇସି ।