9 ଲେବିର୍ ଜେତ୍କି ସବୁ ନାତିତିତିମନ୍ ଦସ୍ବାଗେ ଅନି ଗଟେକ୍ ବାଗ୍ ନେଇତେ ରଇଲାଇ, ସେମନ୍ ଅବ୍ରାଆମର୍ ସଙ୍ଗ୍ ମିସିକରି ମଲ୍କିସେଦକ୍କେ ଦସ୍ବାଗେଅନି ଗଟେକ୍ ବାଗ୍ ଦେଲାବଲି ଆମେ କଇଅଇସି ।
ଜେ ମାଙ୍ଗ୍ସି, ତାକେ ଦିଆଅଇସି, ଜେ କଜ୍ସି, ସେ ମିଲାଇସି, ଜେ କାପାଟେ ମାର୍ସି ତାର୍ପାଇ କାପାଟ୍ ଉଗାଡି ଦିଆଅଇସି ।
ପର୍ତମେ ଗଟେକ୍ ଲକ୍ସେ ପାପ୍ କରିରଇଲା । ଆରି ପାପର୍ ଲାଗି ମରନ୍ ଆଇଲା । ସବୁ ଲକ୍ ପାପ୍ କଲାର୍ ପାଇ ମରନ୍ ସବୁ ମୁନୁସ୍ ଜାତିକେ ଡାବିଅଇଲା ।
କାଇକେବଇଲେ ଜେଡେବଲ୍ ମଲ୍କିସେଦକ୍ ଅବ୍ରାମ୍କେ ବେଟ୍ ଅଇଲା, ସେ ଲେବି ଜନମ୍ ନ ଅଇରଇଲା, ମାତର୍ ସେ ଅବ୍ରାଆମର୍ ଗାଗ୍ଡେ ରଇଲା । କାଇକେବଇଲେ ଅବ୍ରାଆମ୍ ତାର୍ ଆନିଦାଦି ରଇଲା ।
ମଲ୍କିସେଦକ୍ କେଡେବଡ୍ ଲକ୍ ରଇଲାବଲି ଆମେ ଏତାଇଦେକୁ । ପର୍ତମେ ଆମେ ଜିଉଦିମନର୍ ଡାକ୍ପୁଟା ପାଇରଇବା ଆନିଦାଦି ଅବ୍ରାଆମ୍ ମିସା ଜୁଇଦ୍କରି ତେଇଅନି ମିଲାଇ ଆନିରଇବା କାଇକାଇଟା ଦସ୍ ବାଗେଅନି ଗଟେକ୍ବାଗ୍ ତାକେ ଦେଇରଇଲା ।
ଲେବିର୍ ଜେତ୍କି ନାତିତିତିମନ୍, ଦସ୍ବାଗେ ଅନି ଗଟେକ୍ ବାଗ୍ ନେଇରଇଲାଇ, ସେମନ୍ ସବୁଲକ୍ ଜାକ ଗଟେକ୍ ଦିନ୍ ମର୍ବାଇ । ମାତର୍ ମଲ୍କିସେଦକର୍ ମରନ୍ ବିସଇ ସାସ୍ତରେ କନ୍ତି ମିସା ଲେକା ଅଏନାଇ । ତାର୍ ବାଦୁଲେ ତେଇ ଲେକାଅଇଲା ଆଚେ, ତାର୍ ପୁଜାରି ପଦ୍ ନ ବାଦ୍ଲିକରି ସବୁ ଦିନର୍ପାଇ ରଇସି ।