14 ଜିଉଦା ତାର୍ ଆନିଦାଦି ରଇଲା । ମସା ଦେଇରଇବା କାତାଇ ମିସା ଜିଉଦାର୍ ନାତିତିତିମନ୍ ପୁଜାରି ଅଇବା ବିସଇ କାଇଟା କଏ ନାଇ ।
ଏ ଜିଉଦା ଦେସର୍ ବେତ୍ଲିଇମ୍, ତୁଇ ଜିଉଦା ରାଇଜର୍ ମୁକିଅ ଗଡ୍ମନର୍ତେଇ ଅନି ସାନ୍ ନଉଁସ୍, କାଇକେବଇଲେ ମର୍ ଇସ୍ରାଏଲର୍ ଲକ୍ମନ୍କେ ବାଟ୍ ଦେକାଇସି, ଏନ୍ତାରି ଗଟେକ୍ ସାସନ୍କାରିଆ ତର୍ତେଇଅନି ଉବଜ୍ସି ।
ମୁଇ କେ ଜେ ମର୍ ମାପ୍ରୁର୍ ମାଆ, ମକେ ଦେକ୍ବାର୍ ଆଇଲା ଆଚେ ?
ନଅସ୍ ଅମିନାଦାବର୍ ପଅ, ଅମିନାଦାବ୍ ଅଦ୍ମିନର୍ ପଅ, ଅଦ୍ମିନ୍ ଅର୍ନିର୍ ପଅ, ଅର୍ନିର୍ ଏସ୍ରନର୍ ପଅ, ଏସ୍ରନ୍ ପେରସର୍ ପଅ, ପେରସ୍ ଜିଉଦାର୍ ପଅ,
ସେମନ୍ ମରିୟମ୍କେ ପାଚାର୍ଲାଇ, “ତୁଇ କାଇକେ ମା କାନ୍ଦ୍ଲୁସ୍ନି ?” ମରିୟମ୍ କଇଲା, “ ସେମନ୍ ମର୍ ମାପ୍ରୁର୍ ଗାଗଡ୍ କେନେକି ଦାରିଗାଲାଇ ଆଚତ୍ । ଆରି ସେମନ୍ ତାକେ କନ୍ତି ସଙ୍ଗଇଲାଇ ଆଚତ୍ ସେଟା ମୁଇ ନାଜାନି ।”
ତମା ଜିସୁକେ କଇଲା, “ଏ ମର୍ ମାପ୍ରୁ, ଏ ମର୍ ପର୍ମେସର୍ !”
ଏ ସୁବ୍କବର୍ତେଇ ପରମେସରର୍ ପଅ, ଆରି ଆମର୍ ମାପ୍ରୁ ଜିସୁକିରିସ୍ଟର୍ ବିସଇ ଆଚେ । ସେ ଏ ମଚ୍ପୁରେ ନର୍ ରୁପ୍ଦାରି ଦାଉଦର୍ ନାତିତିତି ଅଇ ଜାତ୍ ଅଇଲା ।
ଜନ୍ କାରାପ୍ କାମର୍ ଲାଗି ତମେ ବିନ୍ ଲକ୍ମନର୍ ଦସ୍ ଦାର୍ଲାସ୍ନି, ସେଟା ତମେ ନିଜେ କର୍ତେ ରଇସା, ସେଟାର୍ ପାଇ ତମେ ପରମେସରର୍ ବିଚାର୍ ଜାଗାଇ ଟିଆ ନଉଁ ବଲି ବାବ୍ଲାସ୍ନି କି ?
ଆମର୍ ମାପ୍ରୁ ଜିସୁ କିରିସ୍ଟର୍ ବାବା ପର୍ମେସର୍ ଦନିଅବାଦ୍ ପାଅ । କାଇକେ ବଇଲେ ସେ ଆମ୍କେ କିରିସ୍ଟର୍ ସଙ୍ଗ୍ ମିସାଇକରି ସର୍ଗେ ରଇବା ସବୁଜାକ ଆତ୍ମାଇଅନି ମିଲାଇବା ଆସିର୍ବାଦ୍ ଦେଇଆଚେ ।
ସେତ୍କିସେ ନଏଁ ଆଗ୍ତୁ ଜେତ୍କି ସବୁ ବିସଇ ପର୍ମେସର୍କେ ସାର୍ଦା କରାଇବାକେ କର୍ତେରଇଲି, ଜିସୁ କିରିସ୍ଟକେ ମର୍ ମାପ୍ରୁ ବଲି ମାନ୍ଲାତେଇଅନି, ସେଟା ଚୁଚାଇସେ ବଲି ଜାନ୍ଲିନି । ତାର୍ପାଇ ମୁଇ ସବୁ ବିସଇ ଚାଡିଦେଲିଆଚି । କିରିସ୍ଟର୍ ସିସ୍ ଅଇବି ବଲିକରି ସେଟାମନ୍ ଚୁଚାଇସେ ବଲି ଏତ୍କଲିନି ।
ଏ ସବୁ ବିସଇ ବାଦ୍ଲିଗାଲା ଆଚେବଲି ଆମେ ଜାନୁ । କାଇକେବଇଲେ ଆମର୍ ମାପ୍ରୁ ଜିସୁ ଜାର୍ ବିସଇନେଇ ଏ ସବୁ କାତା କଇଲୁନି, ସେ ଲେବି ବଁସର୍ ନାତିତିତି ନ ରଇଲା । ଜିଉଦା ବଁସେଅନି ଏବେଜାକ କେ ପୁଜାରି ବାବେ ସେବା କରତ୍ ନାଇ ।
ଇତିଅନି ନିମାନ୍ ଜାନାପଡ୍ଲାନି ଜେ, ଆଗର୍ ରକାମ୍ ପୁଜାରି ଆରି ସେମନ୍ ମାନିଆଇତେରଇବା ନିୟମ୍ ଏବେ ବାଦ୍ଲାଇକରି ଗଟେକ୍ ନୁଆ ରକାମ୍ ପୁଜାରି ବାରଇଆଚେ । ସେ ମଲ୍କିସେଦକର୍ ପୁଜାରି ପଦ୍ ଦାରି ଆଇବାଟା ।
“ମୁଇ ଜିସୁ, ମଣ୍ଡଲିଟାନେ ରଇବା ତମ୍କେ ସବୁ ଲକ୍କେ ଏ ବିସଇ ଜାନାଇବାକେ ମର୍ ଦୁତ୍କେ ପାଟାଇଆଚି । ମୁଇ ଦାଉଦର୍ କୁଟୁମେ ଆଚି । ମୁଇ କୁକ୍ଡା ଡାକ୍ବାବେଲେ ଉଜଲ୍ଦେବା ତାରା ।”
ତାର୍ପଚେ ଗଟେକ୍ ପାର୍ଚିନ୍ ମକେ କଇଲା, “କାନ୍ଦ୍ନାଇ, ଏଦେ ଦେକା ! ଜିଉଦା ବଁସେଅନି ଆଇବା ସିଅଁ, ଜେ କି ଦାଉଦର୍ ଗଟେକ୍ ଡାକ୍ପୁଟାର୍ ନାତିତିତି, ସେ ଜିତ୍ଲାଆଚେ । ସେ ସାତ୍ଟା ସିଲ୍ ବାଙ୍ଗାଇସି ଆରି କାଗଜ୍ ମେଲାକରି ପାର୍ସି ।”