8 ମାତର୍ ସେ ଜମିଟାନେ ଜଦି କାଟା ଗଚ୍ ଅଇସି, ଆରି ଲାଟାବୁଟା ଗାଜା ଅଇସି, ତେବେ ସେଟା କାଇ ଲଡାକେ ନ ଲାଗେ । ଆରି ସେଟାକେ ପର୍ମେସର୍ ଡଣ୍ଡ୍ ଦେଇସି ଆରି ସେଟାମନ୍କେ ଜଇଟାନେ ପଡାଇଦେଇସି ।
ତାର୍ପଚେ ଡେବ୍ରିବାଟେ ବସି ରଇବା ଲକ୍ମନ୍କେ ମୁଇ କଇବି “ଏଇ ସାଇପ୍ ପାଇରଇବା ଦଲର୍ ଲକ୍ମନ୍ ! ମର୍ ମୁଆଟେ ରୁଆନାଇ । ସଇତାନ୍ ଆରି ତାର୍ ସଙ୍ଗ୍ ରଇଲା ଦୁତ୍ମନର୍ ପାଇ, ସବୁବେଲେ ଲାଗି ରଇବା ଜଇକୁଣ୍ଡ୍ ତିଆର୍ ଅଇଲାଆଚେ । ତେଇ ଜାଆ !
ଆରି ଏବେ ମିସା ଗଚ୍ମନର୍ ବୁନ୍ଦେ ଟେଙ୍ଗିଆ ଲାଗିଆଚେ । ଜନ୍ ଗଚ୍ ନିକ ପଲ୍ ନ ପଲେ, ସେଟା କାଟିକରି ଜଇଟାନେ ପିଙ୍ଗା ଅଇସି ।
ନିକ ପଲ୍ ନ ଦାର୍ଲେ ସେ ଗଚ୍ କାଟି କରି ଜଇଟାନେ ପାକାଇଅଇସି ।
ଜିସୁ ଗଚ୍କେ କଇଲା, “ତୁଇ ଆରି କେବେ ମିସା ପଲ୍ ନ ଦାରୁସ୍ ।” ସେ କାତା ତାର୍ ସିସ୍ମନ୍ ସୁନ୍ଲାଇ ।
ସେବେଲା ଜିସୁ ଆଗ୍ତୁ କଇରଇଲା କାତା ପିତର୍ ଏତାଇକରି ତାକେ କଇଲା, “ଏ ଗୁରୁ ଜନ୍ ଡୁମ୍ରି ଗଚ୍କେ ତମେ ସାଇପ୍ ଦେଇରଇଲାସ୍, ସେ ଗଚ୍ ସୁକିଗାଲା ଆଚେ ।”
ଜେ ମର୍ତେଇ ନ ରଏ, ତାକେ ଗଟେକ୍ ଗର୍ଣ୍ଡି କରି ପିଙ୍ଗ୍ଲା ମାଲ୍ପାରା ବାଇରେ ପିଙ୍ଗି ଦେବାଇ ଆରି ସେଟା ସୁକି ଜାଇସି । ଏନ୍ତାରି ମାଲ୍ମନ୍କେ ଟୁଲିଆଇ ଜଇତେଇ ପିଙ୍ଗି ଦେବାଇ ଆରି ସେଟା ପଡି ଜାଇସି ।
ସେନ୍ତାର୍ଆଲେ ପର୍ମେସରର୍ ଜନ୍ ବଡ୍ବିଚାର୍ ଦିନ୍ ଆଇଲାନି, ତେଇ ତାର୍ ବେସି ଡର୍ ଲାଗ୍ବା ବିଚାର୍ନାର୍ପାଇ ଜାଗ୍ବାକେ ପଡ୍ସି । ପରମେସରର୍ ସବୁ ବିରଦିମନ୍କେ କୁରୁପ୍ନାସ୍ କର୍ବା ସେ ବେସି ଲାଗ୍ତେରଇବା ଜଇର୍ ପାଇ ମିସା ଜାଗ୍ବାକେ ପଡ୍ସି ।
ଆମେ ଜାନିଆଚୁ ଜେ ସେ ସେନ୍ତାରି କଲାପଚେ, କରିରଇବା କାମର୍ ପାଇ ଦୁକ୍ କଲା । କାଇକେବଇଲେ ବାବାର୍ ବଡ୍ ପଅ ଇସାବେ ତାର୍ ବାବାର୍ ଆସିର୍ବାଦ୍ ପାଇବାକେ ବେସି ମନ୍ କଲା । ମାତର୍ ତାର୍ ସଙ୍ଗ୍ କାନ୍ଦିକରି ବାବୁଜିଆ କଲାମିସା, ସେ ମିଲାଇ ନାପାର୍ଲା କି କରିରଇବା କାମ୍ ମିସା ବାଦ୍ଲେ ନାଇ ।
ସେ ବେଲେ ଜେତ୍କି ଲକର୍ ନାଉଁ ଜିବନ୍ ରଇବା ବଇଟାନେ ଲେକା ନ ଅଇରଇଲା, ସେ ସବୁଲକ୍କେ ଜଇଲାଗ୍ବା ଗାଡେ ପିଙ୍ଗା ଅଇଲା ।